ବନ୍ଧା ହେଲେ ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ

ଭୁବନେଶ୍ୱର : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କର ବରଗଡ଼ ସହରରେ ଏକ ବହୁତଳ କୋଠା, ସମ୍ବଲପୁର ସହରରେ ଗୋଟିଏ ବିଲଡିଂ ରହିଛି … Read More

ଏନକାଉଣ୍ଟର, ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ

କନ୍ଧମାଳ: କନ୍ଧମାଳ ସୀମାରେ ବଡ଼ ଧରଣର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ୨୩ ଟିମ୍ ର ଯୁଗ୍ମ ଅପରେସନରେ ଥରିଲା ମାଓଗଡ଼ । ଟପ୍ ମାଓ ନେତା ଗଣେଶ ଉଇକେ ସମେତ ୪ ମୃତ। ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ଓଡ଼ିଶାରେ ମାଓ … Read More

ବ୍ରିଜରୁ ଖସିଲା ବାଇକ, ୨ ମୃତ

ନୂଆପଡ଼ା: ବ୍ରିଜରୁ ଖସିଲା ବାଇକ, ୨ ମୃତ । ନୂଆପଡ଼ା ଜିଲ୍ଲା କୋମନା ଥାନା ହାତୀସରା ବ୍ରିଜ ତଳକୁ ଖସି ପଡିଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । … Read More

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଅଭାବନୀୟ ଘଟଣା ।  ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ   ଶ୍ୱଶୁର ଆଗରେ ସ୍ତ୍ରୀ କୁ ହତ୍ୟା କଲା ନିଶାସକ୍ତ ସ୍ୱାମୀ  ।  ବଲାଙ୍ଗିର ଦେଓଗାଁ ଥାନା ଜୁର୍ଲାକାନି ଗାଁରେ ଘଟଣା ଘଟିଛି। ମୃତକ ହେଲେ ତପ … Read More

ମହୁମାଛି ଆକ୍ରମଣ ଭୟରେ ପାଣିରେ ବୁଡ଼ି ରହିଲେ; ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ସମ୍ବଲପୁର ଜିଲା ମହୁଲପାଲି ଥାନା ବ୍ରାହ୍ମଣଡିହି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଭୟରେ ଜଣେ ଯୁବକ ପୋଖରୀରେ ବୁଡ଼ି ରହିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। … Read More

୩ ଖଣିରେ ରହିଛି ୧୫୮୬ କି.ଗ୍ରା. ସୁନା: ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଭୁବନେଶ୍ବର: ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ଏହା କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ରାଜ୍ୟ ସରକାର ଏହି ୩ଟି ସୁନା ଖଣିକୁ ନିଲାମ କରିବେ। ନିଲାମ ପ୍ରକ୍ରିୟା ଚାଲିଛି। ଏ ନେଇ … Read More

ଆଦିବାସୀ ଇଲାକାରେ ଅଜଣା ରୋଗ ଆତଙ୍କ ! ୧୫ ଦିନରେ ଗଲାଣି ୧୦ ଜୀବନ

ବାଲେଶ୍ଵର: ଆଦିବାସୀ ଇଲାକାରେ ଏବେ ହାହାକାର ପରିସ୍ଥିତି । ଅଜଣା ରୋଗ ବ୍ୟାପିବା ଯୋଗୁଁ ଏବେ ସମସ୍ତେ ଚିନ୍ତାରେ । ମାତ୍ର ଗୋଟିଏ ପଞ୍ଚାୟତରେ ୧୫ଦିନ ଭିତରେ ୧୦ରୁ ଅଧିକ ଆଦିବାସୀଙ୍କ ମୁଣ୍ଡ ଗଡ଼ିଲାଣି । ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି … Read More

ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

ଭୁବନେଶ୍ୱର: ରେଡ୍‌ ଫ୍ଲାର୍ଗ ଅନ୍ତର୍ଭୁକ୍ତ ହୋଇଛି ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ୱାଇ.ବି.ଖୁରାନିଆ । ଡିଜିପି କହିଛନ୍ତି ଯେ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ମାମଲାର ତ୍ୱରିତ ତଦନ୍ତ … Read More

ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ … Read More

ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ … Read More