ରାଜଭବନ ନାଁ ବଦଳିଲା, ହେଲା ଲୋକଭବନ

ଭୁବନେଶ୍ବର: ରାଜଭବନର ନାଁ ବଦଳିଛି। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ … Read More

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ ଗଣତି ଓ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଶ୍ରୀ … Read More

ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଅଘଟଣ। ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ଛତିଶଗଡ଼ ରାୟପୁରର ବି.ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି। ସେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ … Read More

ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବାଙ୍କୀ: ଆଜି ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଜଣେ ବିଧବା ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ବୈଦେଶ୍ଵର ଗାଁର ସସ୍ମିତା ମାଝୀ ବୋଲି ପରିଚୟ ମିଳିଛି। ସେ ଦୀର୍ଘ ଦିନ ଧରି … Read More

ରାଜ୍ୟରୁ ତଡ଼ା ହେଲେଣି ୪୯ ବାଂଲାଦେଶୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ … Read More

ବାରବାଟୀ ମ୍ୟାଚ୍ ପାଇଁ ଅନଲାଇନରେ ୨୦୦୦ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି ।  ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app ଜରିଆରେ ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା ।  ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି … Read More

ଏମ୍ସକୁ ୩. ୪ କୋଟି ଦାନ କଲେ ପ୍ରଫେସର ଡା କେ. ଲକ୍ଷ୍ମୀ ବାଇ

ଭୁବନେଶ୍ବର : ନିଜ ବାସଭବନକୁ ବିିକି ଭୁବନେଶ୍ବର ଏମ୍ସ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବା ପାଇଁ ସେ ଏହି ଅର୍ଥ … Read More

ଟଙ୍କା କାରବାରକୁ ନେଇ ଗୁଳିକାଣ୍ଡ, ୬ କୋର୍ଟ ଚାଲାଣ

ଜୋଡା: ଜୋଡା ବଲାଣି ଥାନା ଅଂଚଳରେ ଫୁଟିଲା ଗୁଳି ।  ଟଙ୍କା ଦେଣ ନେଣକୁ ନେଇ ଗୁଳିକାଣ୍ଡ ।  ଏକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣର ଟଙ୍କା ନେଣଦେଣକୁ ନେଇ କଣ୍ଟ୍ରାକ୍ଟର ଓ ସବ କଣ୍ଟ୍ରାକ୍ଟରଙ୍କ ବିବାଦ ପରେ ଗୁଳି ଫୁଟିଥିବା ଅଭିଯୋଗ … Read More

ନୂଆ ସରକାରରେ ସକ୍ରିୟ ଭିଜିଲାନ୍ସ, ୩୧୮ ମାମଲାରେ ୮୨ ଅଧିକାରୀଙ୍କ ସମ୍ପତ୍ତି ଜବତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆ ସରକାରରେ ଭିଜିଲାନ୍ସ ଆକ୍ଟିଭ । ଏପର୍ଯ୍ୟନ୍ତ ୩୧୮ଟି ଦୁର୍ନୀତି ମାମଲା ହୋଇଛି । ୮୨ ସରକାରୀ ଅଧିକାରୀଙ୍କ ୨୦୮ କୋଟି ୨୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତି ଜବତ ହୋଇଛି । ବିଧାନସଭାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । … Read More

ମୁଖ୍ୟମନ୍ତ୍ରୀଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ଟିକେଟ ଦେଲା ଓସିଏ

ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା T20 ମ୍ୟାଚର ଟିକେଟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି ପଙ୍କଜ … Read More