ରାଉରକେଲା ବାଏପାସ୍‌ ରାସ୍ତାର ଭାଗ୍ୟ ଫିଟିଲା, ଏନ୍‌ଏଚ୍‌-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ

ରାଉରକେଲା: ଓଡ଼ିଶା ଓ ଝାଡ଼ଖଣ୍ଡର ଖଣିଜ ସମୃଦ୍ଧ ଅଞ୍ଚଳ ମଧ୍ୟରେ ଆର୍ଥିକ ସଂଯୋଗକୁ ବୃଦ୍ଧିକରିବା ଉଦ୍ଦେଶ୍ୟରେ ରାଉରକେଲା-ଜାମସେଦପୁର ମଧ୍ୟରେ ସଡ଼କ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ୩୨୦-ଡି ଓଡ଼ିଶା ସୀମାନ୍ତ ଜରେଇକେଲା ଦେଇ ମନୋହରପୁର ଓ ଜାମସେଦପୁରକୁ ସଂଯୋଗ କରିବ। … Read More

ଜଗତସିଂହପୁରସ୍ଥିତ ମା ଚର୍ଚ୍ଚିକା ମନ୍ଦିରରୁ ଲୁଟ୍ ଆଖି ଓ ହାର ଲୁଟିନେଲେ

ଜଗତସିଂହପୁର: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ … Read More

ଇମ୍ରାନଙ୍କ ପୁରୁଣା ଲେଖା ପାଇଁ ଘଟଣା ନେଉଛି ଭିନ୍ନମୋଡ଼: ଜେଲ ପ୍ରଶାସନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟଜଗତର ଷ୍ଟାର ଥିବା ଇମ୍ରାନ ଖାନ ଗତ ଦୁଇ ବର୍ଷ ଧରି ଆଦିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତଏକ ମାସ ହେବ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ କୌଣସି ପରିସ୍ଥିତିରେ ଭେଟିବାକୁ … Read More

ନୀତୀଶଙ୍କ ଭେଟି, ୧୦ ଲକ୍ଷ ମହିଳାଙ୍କୁ ଦେଲେ ୧୦୦୦କୋଟି ଟଙ୍କା

ପାଟନା: ବିହାରରେ ମହିଳାମାନଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନେଇଛନ୍ତି ବଡ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ମାଧ୍ୟମରେ ପାଖାପାଖି ୧୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ୧୦ ହଜାର ଟଙ୍କା ଲେଖାଏଁ ପଠାଯାଇଛି। … Read More