ମୁନିର ପାକିସ୍ତାନ ସୈନ୍ୟ ବାହିନୀରେ ହେବେ ପ୍ରଥମ ସିଡିଏଫ୍‌

ଇସଲାମାବାଦ: ପାକିସ୍ତାନ ସରକାର ପାର୍ଲାମେଣ୍ଟରେ ୨୭ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି। ଶନିବାର ପାର୍ଲାମେଣ୍ଟରେ ଆଗତ ହୋଇଥିବା ଏହି ବିଲ୍‌ ଦ୍ବାରା ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ପରିବର୍ତ୍ତନ କରାଯିବ। ଧାରା ୨୪୩ରେ ପାକିସ୍ତାନ ସୈନ୍ୟ ବାହିନୀର ଗଠନ ପ୍ରକ୍ରିୟା … Read More

ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ, ୧୦ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି| ଏକ କାରରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ବିସ୍ଫୋରଣ ଭୟଙ୍କର ଥିବା … Read More

ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା: ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ଵର : ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ। ଭୁବନେଶ୍ଵର ଉପକଣ୍ଠ ସରକନ୍ତରାରେ ଏମ୍ସ କର୍ମଚାରୀ ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ସଦାଶିବ ପ୍ରଧାନ (ଶିବା)କୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି। ଭୁବନେଶ୍ୱରର … Read More

ଅନ୍ୟ କୌଣସି ଜିଲାରୁ ଆସିନାହିଁ ଇଭିଏମ୍‌: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଇଭିଏମ୍‌ ଚୋରି ଅଭିଯୋଗରେ ସାମ୍ବାଦିକ ସମ୍ମିଳନୀ କରି ଅନ୍ୟ କୌଣସି ସ୍ଥାନରୁ ଇଭିଏମ ଆସିନଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡା ଉପନିର୍ବାଚନରେ ମତଦାନ ପାଇଁ ଅନ୍ୟ କୌଣସି ଜିଲାରୁ ଇଭିଏମ୍‌ ଆସିନାହିଁ … Read More

ଟ୍ରକ୍ ଚକା ତଳେ ଚାପି ହୋଇଗଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଭୁବନେଶ୍ୱର: ପାହାଳ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିରେ ସ୍ଵାମୀ ସ୍ତ୍ରୀ କଟକରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ବେଳେ ପାହାଳ ଓଭରବ୍ରିଜ ଉପରେ ବସ ସାଇଡ୍ ମାରିବାରୁ ଉଭୟ ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । … Read More

ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି !

ଭୁବେନଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ … Read More

ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

କଟକ: ଜାତୀୟ ଫସଲ ଯୋଜନାରେ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କୁ ଆତ୍ମନିର୍ଭର କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୋମବାର କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ … Read More

ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ସରିଛି । କିନ୍ତୁ ଏହାରି ଭିତରେ ନିର୍ବାଚନ ଅଧଇକାରୀଙ୍କ ନିକଟକୁ ଅଭିଯୋଗ ଆଣିଛି ବିରୋଧି ବିଜୁ ଜନତା ଦଳ । ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି … Read More

ଜଙ୍ଗଲରେ ଶିଶୁ କନ୍ୟାକୁ ଛାଡ଼ିଲା ମା’

ଝାରସୁଗୁଡ଼ା : ମା’ ମୁଁ ଝିଅ ବୋଲି କଣ ମୋତେ ବାପା ମା’ର ସ୍ନେହ ମିଳିବନି ? କଣ ମୋର ଏ ଦୁନିଆକୁ ଆସିବା ଭୁଲ ହୋଇଗଲା ? ମୁଁ କାହିଁକି ତମ ପାଇଁ ଅଲୋଡ଼ା ହୋଇଗଲି ? ମୋତେ ୧୦ ମାସ … Read More

ସାଇଲେନ୍ସ ପିରିୟଡର ଉଲ୍ଲଂଘନ ଅଭିଯୋଗ, ଇସିଆଇଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ ।  କହିଲେ ନୂଆପଡାରେ ସାଇଲେନସ ପିରିୟଡର ଉଲ୍ଲଂଘନ ହେଉଛି ।  ନୂଆପଡ଼ା ବାହାରୁ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମୀମାନେ ଅବାଧରେ ବୁଲୁଛନ୍ତି। ଅନୁଚିତ ଉପାୟରେ ଭୋଟରମାନଙ୍କୁ ପ୍ରଭାବିତ … Read More