ଭାରତ ସହ ବାଣିଜ୍ୟିକ ଆଲୋଚନା କଲେ ଟ୍ରମ୍ପଙ୍କ ଟିମ୍
ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଟାରିଫ୍ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Read More
