ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଟାରିଫ ନେଇ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ
ଆମେରିକାରେ ଟାରିଫକୁ ନେଇ ଲାଗିରହିଛି ଅନିଶ୍ଚିତତାର ବାତାବରଣ । ଟାରିଫକୁ ନେଇ ଅପିଲ୍ସ କୋର୍ଟର ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଥିଲେ ଫେଡେରାଲ ସର୍କିଟ ଅପିଲ୍ସ … Read More
