ଆନ୍ଦୋଳନରୁ ନ ଓହରିଲେ କଟିବ ଦରମା: ଅମଲା ସଂଘକୁ ମନ୍ତ୍ରୀଙ୍କ ତାଗିଦ୍
ଭୁବନେଶ୍ବର: ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଏହାଯୋଗୁଁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩୦ ଜିଲ୍ଲାର ପ୍ରାୟ ୧୦ହଜାର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ … Read More
