ଟ୍ରମ୍ପ୍ ୨୯ ଥର ଅସ୍ତ୍ରବିରତି ଦାବି କରିଛନ୍ତି, ସାହସ ଅଛି ତ ଏହା ମିଛ ବୋଲି କୁହନ୍ତୁ ମୋଦୀ: ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି। … Read More

ବିରୋଧୀଙ୍କୁ ଶୁଣାଇଲେ ଶାହ- ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି ପ୍ରାମଣ ମାଗିଥିଲେ, ଯାହାକୁ ନେଇ ଶାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ … Read More

ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ – ମୋଦିଙ୍କୁ କହିଲେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସଂସଦରେ କହିଛନ୍ତି, ଅପ‌ରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବଦଳୀୟ ବୈଠକରେ ଉପସ୍ଥିତ ହେବାର ଥିଲା। କିନ୍ତୁ ‌ସେ ସେତେବେଳେ ବିହାରରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତଥିଲେ। ଅହଂକାରୀ ସରକାର ବିରୋ‌ଧୀଙ୍କ ପ୍ରଶ୍ନର ଉତ୍ତର ‌ଦେବାକୁ … Read More

ଅପରେସନ୍‌ ମହାଦେବରେ ନିହତ ଦୁଇ ପହଲଗାମ୍‌ ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ଜାରି ହେଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା ‘ଅପରେସନ୍ ମହାଦେବ’ ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି। ଏପ୍ରିଲ୍‌ ୨୨ … Read More

୨୨ ଏପ୍ରିଲର ବଦଲା ୨୨ ମିନିଟରେ ନିଆଯାଇଥିଲା, ପାକିସ୍ତାନର ପରମାଣୁ ଧମକ କାମ କରିନଥିଲା : ମୋଦୀ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ସଂପର୍କରେ ଲୋକସଭାରେ ଚାଲିଥିବା ବିତର୍କର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆତଙ୍କବାଦୀ ଓ ସେମାନଙ୍କ ମାଲିକମାନଙ୍କୁ ଭାରତୀୟ ସେନା ଦଣ୍ଡ ଦେଇଥିଲା । ୨୨ ଏପ୍ରିଲର ବଦଲା ୨୨ ମିନିଟରେ … Read More

ନ୍ୟୁୟର୍କରେ ଅତର୍କିତ ଗୁଳିକାଣ୍ଡ: ଚାହୁଁ ଚାହୁଁ ଚାଲିକଲା ୫ ଜୀବନ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଭୟଙ୍କର ଗୁଳିକାଣ୍ଡ, ଏହି ଭୟଙ୍କର ଗୁଳିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସର୍ବସାଧାରଣ ସ୍ଥାନରେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣଙ୍କ ମୃ୍ତ୍ୟୁ ହୋଇଛି । ପାଲଟା … Read More

ଜୁଲାଇ ୩୦ରେ ଉତକ୍ଷେପଣ ହେବ ନାସା-ଇସ୍ରୋ ମିଳିତ ଉପଗ୍ରହ ନିସାର

ନୂଆଦିଲ୍ଲୀ :  ନାସା ଓ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର’, ଜୁଲାଇ ୩୦ରେ ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ … Read More

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା – ଆଇନ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନବାଚୀ ମଧ୍ୟରେ ରାଜ୍ୟ ସରକାର ଦୃଢ଼ ମନୋଭାବ ପୋଷଣ କରିଛନ୍ତି। ବିଶେଷକରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା, … Read More

ସମସ୍ତ ଆବଣ୍ଟନ ପ୍ରାପ୍ତକାରୀ ଅଗଷ୍ଟ ୩୧ସୁଦ୍ଧା ୟୁଏଏନ୍ ଜେନେରେଟ୍ କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସମସ୍ତ ଆବଣ୍ଟନ ପ୍ରାପ୍ତକାରୀଙ୍କୁ ୩୧ ଅଗଷ୍ଟ ସୁଦ୍ଧା ଏକ ୟୁନିକ୍ ଆକାଉଣ୍ଟ୍ ନମ୍ବର(ୟୁଏଏନ୍) ଜେନେରେଟ୍ କରିବାକୁ ନିବେଦନ କରାଯାଇଛି। ଏହି ୟୁଏଏନ୍ ବିଭିନ୍ନ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ ସେବା ପାଇଁ ବାଧ୍ୟତାମୂଳକ ରହିବ। … Read More

ଓଡ଼ିଶା ଉପକୂଳରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ/ବାଲେଶ୍ୱର: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ‘ପ୍ରଳୟ’ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣଗୁଡ଼ିକ ଜୁଲାଇ ୨୮ ଏବଂ ୨୯, ୨୦୨୫ … Read More