ଅବପାତ ଘନୀଭୂତ ହୋଇ ଲଘୁଚାପରେ ପରିଣତ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ଏସଆରସି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୁକ୍ରବାର ସକାଳେ ନିଶ୍ଚିତ କରିଛି ଯେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳକୁ ଅତିକ୍ରମ କରି ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ … Read More

ସର୍ବଦଳୀୟ ବୈଠକରେ ସହମତି: ସୋମବାରଠାରୁ ସୁରୁଖୁରୁରେ ଚାଲିବ ସଂସଦ

ବିହାରରେ ଭୋଟର ତାଲିକା ସଂଶୋଧନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର)କୁ ବିରୋଧ କରି ସଂସଦରେ ଦୁଇଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଶୁକ୍ରବାର ସୁଧାର ଆସିଛି। ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀଙ୍କ … Read More

ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ, ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ପାଇଁ ହାଇଲେବୁଲ କମିଟି ବୈଠକ ।  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହାଇଲେବୁଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରେ ୧୨୦୦ ଏକର ପରିମିତ … Read More

ଆଉଟସୋର୍ସିଂ ନିଯୁକ୍ତି ନେଇ ସରକାର ଜାରି କଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ଆଉଟସୋର୍ସିଂ ନିଯୁକ୍ତି ନେଇ ଓଡ଼ିଶା ସରକାର ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂ ଭିତ୍ତିରେ କର୍ମଚାରୀ ନିଯୁକ୍ତି ପାଇଁ ଅର୍ଥ ବିଭାଗର ପୂର୍ବ ଅନୁମୋଦନ ବାଧ୍ୟତାମୂଳକ। ଏପରି କରି ରାଜ୍ୟ ସରକାର ଠିକା ବା କଣ୍ଟ୍ରାକ୍ଟଚୁଆଲ ନିଯୁକ୍ତି … Read More