ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍‌ସେକ୍ସ ୭୦୦ ପଏଣ୍ଟ୍‌ ହ୍ରାସ

ମୁମ୍ବାଇ: ଲଗାତାର ଭାବେ ସେୟାର୍‌ ବଜାର ହ୍ରାସ ହେବା‌ରେ ଲାଗିଛି। ସେନ୍‌ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍‌ ହ୍ରାସ ପାଇଛି। ଯେତେବେଳେ କି ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇଛି। ନିଫ୍‌ଟିରେ ୨୨୫ ପଏଣ୍ଟ୍‌ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍‌ ହୋଇଛି। ବିଏସଇ … Read More

ଓଡ଼ିଶା ଟେକ୍ସର ଶୁଭାରମ୍ଭ; ଓଡ଼ିଶାର ବସ୍ତ୍ର ସମଗ୍ର ଦେଶରେ ପହଞ୍ଚିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟେକ୍ସଟାଇଲ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ । ଶୁକ୍ରବାର ଲୋକସେବା ଭବନରେ ‘ଓଡ଼ିଶା ଟେକ୍ସ ୨୦୨୫’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଗୋଟି ଟେକ୍ସଟାଇଲ୍ ଓ … Read More

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ଜୟପୁର: ଜୟପୁରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ଜରୁରୀ ଅବତରଣ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ବିମାନକୁ ଶନିଦଶା ଲାଗିଛି କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କାରଣ ୨୦୨୫ … Read More

ଲଗାଣ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି : ଲଗାଣ ବର୍ଷାରେ ବୁଡ଼ିଲା ପୋଲ । କାଲିମେଳା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି । କାଲିମେଳାରୁ ପଡିଆ ଅଞ୍ଚଳକୁ ଯାତାୟାତ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲା କାଲିମେଳାର କନ୍ୟାଶ୍ରମ ପୋଲ ଉପରେ ୨ ଫୁଟର ପାଣି … Read More

ଉନ୍ନତ ପ୍ରଯୁକ୍ତିବିଦ୍ୟା ଦ୍ବାରା ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ମଧୁର ଜଳ ବ୍ୟବହାରରେ ୪୦% ହ୍ରାସ କରିଛି

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିଗରେ ଷ୍ଟିଲ ଉଦ୍ୟୋଗରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ଲାଣ୍ଟ ମଧୁର … Read More

ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଜଣେ ଯବାନ ସହିଦ୍, ୨ ଆହତ

ନୂଆଦିଲ୍ଲୀ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ନେଲା ଯବାନଙ୍କ ଜୀବନ। ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଭାରତୀୟ ସେନାର ଜଣେ ଯବାନ ସହିଦ୍ ହୋଇଛନ୍ତି। ଜାଟ୍ ରେଜିମେଣ୍ଟର ଜଣେ ସୈନିକ … Read More

ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର, ଘରୁ ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ

ଜୟପୁର:  ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ରେଞ୍ଜରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଦେଢ କୋଟି ଟଙ୍କା ସହ ସୁନା ବିସ୍କୁଟ ଜବତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର … Read More

ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଗିରଫ ନକଲେ ଆତ୍ମହୁତି ଧମକ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନାରେ ଜଣେ ୧୯ ବର୍ଷୀୟା ଯୁବତୀର ଅଭିଯୋଗ ଆଧାରରେ ବିଜେଡି କର୍ପୋରେଟର୍ ଅମରେଶ ଜେନାଙ୍କ ବିରୋଧରେ ଧର୍ଷଣ, ଗର୍ଭପାତ ଏବଂ ଧମକର ମାମଲା ରୁଜୁ ହୋଇଛି, ଯେଉଁଥିରେ ସେ ବାହାନାରେ ନାବାଳିକା ଅବସ୍ଥାରୁ ତାଙ୍କୁ ଯୌନ ଶୋଷଣ … Read More

ଶାସ୍ତ୍ର ଓ ଶସ୍ତ୍ର ଉଭୟ ଜରୁରୀ : ସିଡିଏସ୍

ନୂଆଦିଲ୍ଲୀ : ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ( ସିଡିଏସ ) ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ସ୍ଥିତିରେ ରହିବାକୁ ପଡିବ। ସେ କହିଛନ୍ତି ଯେ … Read More

ସୁନ୍ଦରଗଡରେ ପ୍ରବଳ ବର୍ଷା, ବଣାଇ ମେଡିକାଲ ଭିତରେ ପଶିଲା ପାଣି

ବଣାଇ: ବଣାଇ ମେଡିକାଲ ଭିତରେ ପଶିଲା ପାଣି । ରୋଗୀ ହନ୍ତସନ୍ତ । ସୁନ୍ଦରଗଡ ଜିଲ୍ଲା ବଣାଇରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି । ପ୍ରାୟ ୧୨ଘଣ୍ଟାରୁ ଅଧିକ ହେବ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି । … Read More