୪୬ ମିଶ୍ରଣ ସ୍କୁଲରୁ ତାଲା ଖୋଲିଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଜି ଖୋଲିଲା ୪୬ଟି ମିଶ୍ରଣ ସ୍କୁଲ । ରାଜ୍ୟରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ମଧ୍ୟରୁ ରାଜ୍ୟ ସରକାର ୪୬ଟିରୁ ତାଲା ଖୋଲିଛନ୍ତି । ଖୁବ୍‌ଶୀଘ୍ର ଆଉ ୪ଟି ସ୍କୁଲ ଖୋଲିବା ନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ … Read More

କମ ଭକ୍ତ, ଅଧିକ ଗୁଣ୍ଡା: କାଉଡିଆଙ୍କୁ ନେଇ ବିବାଦୀୟ ବୟାନ ଦେଲେ ସପା ବିଧାୟକ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଏବଂ ସମ୍ଭଲର ଏସପି ବିଧାୟକ ନବାବ ଇକବାଲ ମହମୁଦ କାଉଡିଆମାନଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏସପି ବିଧାୟକ କହିଛନ୍ତି ଯେ କାଉଡିଆମାନଙ୍କ ମଧ୍ୟରେ ଶିବ ଭକ୍ତ କମ୍ ଏବଂ ଗୁଣ୍ଡା … Read More

ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣା, ବଳଙ୍ଗା ଥାନାରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍

ବଳଙ୍ଗା : ପୁରୀ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବଳଙ୍ଗା ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । କ୍ରାଇମବ୍ରାଞ୍ଚର ୫ ଜଣିଆ ସ୍ବତନ୍ତ୍ର ଟିମ୍ ତନାଘନା ତଦନ୍ତ ଜାରି ରଖିଛି । ଏହା ପରେ କ୍ରାଇମବ୍ରାଞ୍ଚ ଟିମ ସ୍ପଟକୁ ଯାଇଛି । … Read More

ଠକ ଏଜେଣ୍ଟ କଥାରେ ଫସିଗଲେ ନିଆଳିର ୪ ଯୁବକ;ମ୍ୟାମାରରୁ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି

ଭୁବନେଶ୍ବର:ଠକ ଏଜେଣ୍ଟ କଥାରେ ଫସିଗଲେ ଓଡିଆ ଯୁବକ । ନିଆଳିର ୪ଜଣ ଯୁବକଙ୍କୁ ହଙ୍ଗକଙ୍ଗ୍‌ର ଏକ ଫୁଡ୍ ପ୍ୟାକେଜିଂ କମ୍ପାନିରେ କାମ କରିବାକୁ କହି ଜଣେ ଏଜେଣ୍ଟ ନେଇଯାଇଥିଲେ।ଉକ୍ତ ଏଜେଣ୍ଟ ଅଧିକ ରୋଜଗାରର ଲୋଭ ଦେଖାଇ ସେମାନଙ୍କୁ ମ୍ୟାମାର୍‌ ଦେଶକୁ ନେଇ … Read More

ଦ୍ଵିତୀୟ ଦିନରେ ଡିଏଫଓ ନିତ୍ୟାନନ୍ଦଙ୍କ ଘରେ ଚଢ଼ାଉ ଜାରି

କେଉଁଝର : ଦ୍ଵିତୀୟ ଦିନରେ ମଧ୍ୟ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।  ଶାଗୁଆନ କାଠର ଘର କରଣା ସାମଗ୍ରୀର ଆକଳନ କରୁଛି ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ। ଅନୁଗୁଳ ଚଢ଼ାଉ ପରେ ନିତ୍ୟାନନ୍ଦ ନାୟକଙ୍କୁ କେଉଁଝର … Read More

ଢାକାରେ କଲେଜ ଉପରେ ଖସିପଡ଼ିଲା ବିମାନ: ମୃତ୍ୟୁ ସଂଖ୍ୟା ୧୯ ଛୁଇଁଲା

ଢାକା: ବାଂଲାଦେଶ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି। ବିମାନ … Read More

ରେଭେନ୍ସା ରାଗିଂ ଘଟଣାର ନାଟକୀୟ ମୋଡ଼: କେହି ରାଗିଂ ଅଭିଯୋଗ କରିନାହାଁନ୍ତି କହିଲେ ପ୍ରଥମ ବର୍ଷ ଛାତ୍ର

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗର ନାଟକୀୟ ମୋଡ଼। କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଉଭୟ ଛାତ୍ରଙ୍କ ଧାରଣା। ଉଭୟ ୟୁଜି ପ୍ରଥମ ଓ ତୃତୀୟ ବର୍ଷ ଛାତ୍ର ଦେଇଛନ୍ତି ଧାରଣା। କେହି ରାଗିଂ ଅଭିଯୋଗ କରିନଥିବା କହିଲେ ପ୍ରଥମ ବର୍ଷ … Read More

ସରଣ୍ଡା ଜଙ୍ଗଲରୁ ଜବତ ହେଲା ମାଓ ବିସ୍ଫୋରକ ସାମଗ୍ରୀ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରଣ୍ଡା ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ। ବିପୁଳ ଆଇଇଡି ସହ ହ୍ୟାଣ୍ଡ ଗ୍ରେନେଡ ଏବଂ ବିସ୍ଫୋରକ ପାଉଡର ଜବତ କଲା ସୁରକ୍ଷା ବାହିନୀ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ … Read More

ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ହଟାଇବା ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ସଂସଦରେ କହିଛନ୍ତି ଯେ ସେ ସମ୍ବିଧାନର ଧାରା ୨୧୭(୧)(ବି), ୨୧୮ ଏବଂ ୧୨୪(୪) … Read More

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ, ଘେରିଲା ଆରଡିସି କାର୍ଯ୍ୟାଳୟ

ବାଲେଶ୍ବର : ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ ।  ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟିକ ତଦନ୍ତ ଦାବିରେ ଆରଡିସି କାର୍ଯ୍ୟାଳୟ ଘେରାଉ କରିଛି ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା … Read More