ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ, ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଓମେନ୍ସ ୱିଙ୍ଗ
ବାଲେଶ୍ବର : ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମହିଳା କମିସନ । ଏହି ଘଟଣାକୁ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ବିଜୟା ରାହତକର ଘୋର ନିନ୍ଦା କରିଛନ୍ତି । ନିରପେକ୍ଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ କରିବାକୁ … Read More
