ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ମିଳିବ ପରୀକ୍ଷା ସୁଯୋଗ

ଭୁବନେଶ୍ବର: ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି । ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ନୂତନ ନିୟମ ଅନୁସାରେ, ପଞ୍ଚମ ଓ … Read More

ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ; ୨ ମୃତ

ଜୟପୁର : ରାଜସ୍ଥାନର ଚୁରୁରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ ଜାଗୁଆର ଲଢ଼ୁଆ ବିମାନ। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ପାଇଲଟ୍‌ ବୋଲି ଅନୁମାନ କରାଯାଉଛି। ଚୁରୁ ଏସପି ଜୟ … Read More

କଟକ ଗଡ଼ଗଡ଼ିଆ ଘାଟରେ ମେୟରଙ୍କ ସମୀକ୍ଷା, ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

କଟକ : ଶ୍ରାବଣ ସୋମବାରକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ କଟକ ମେୟର ସୁବାସ ସିଂ। କଟକ ଗଡଗଡିଆ ଘାଟରେ ପହଞ୍ଚି ଅତିରିକ୍ତ କମିଶନର, ସିଏମସି ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀଙ୍କ ସହ ମିଶି ସମୀକ୍ଷା କରିଛନ୍ତି ମେୟର … Read More

ଜୁଲାଇ ୧୫ ଯାଏଁ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଓଡିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଝଡ଼ବର୍ଷା ସହିତ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କ ସୂଚନା … Read More

ଚୀନ ଠାରୁ ଜେ-୩୫ ଯୁଦ୍ଧବିମାନ କିଣିବନି ପାକିସ୍ତାନ

ଇସଲାମାବାଦ : ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି। ଚୀନ ଏହାର ୫ମ ଜେନେରେସନ ଯୁଦ୍ଧବିମାନ ଜେ-୩୫କୁ କମ୍ ଦାମରେ ପାକିସ୍ତାନକୁ ବିକ୍ରି କରିବା ପୂର୍ବକ … Read More

ଅଗଷ୍ଟ ମାସରେ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ : ଅଗଷ୍ଟ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ହୋଇପାରେ । ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ … Read More

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା; ରବୀନ୍ଦ୍ର ଜେନାଙ୍କୁ ସାମୟିକ ଆଶ୍ବସ୍ତି

ଭୁବନେଶ୍ବର: ସି-ସୋର୍ ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ସି-ସୋର୍ ଚିଟଫଣ୍ଡ କେସରେ … Read More

ଦିଲ୍ଲୀ ବିଶ୍ବର ୯ମ ବ୍ୟସ୍ତ ବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା। ଗତବର୍ଷ ୭,୭୮,୨୦,୮୩୪ ଯାତ୍ରୀ … Read More

ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳାଜହର କାରବାର ।  ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।  ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।  ୩ ମୋଟର ସାଇକେଲ ସହ ୩ହଜାର ଟଙ୍କା ଜବତ।  ୫ … Read More

ମନମୋହନଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ … Read More