ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା … Read More

ବୋଇଂ 787-8 ଡ୍ରିମଲାଇନର ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ ଗୋଟିଏ – ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦର ପବ୍ଲିକ ଆକାଉଣ୍ଟ୍ସ କମିଟି (PAC) ନିକଟରେ ଏୟାର ଇଣ୍ଡିଆ ତାର ଉତ୍ତର ଦାଖଲ କରିଛି। କମ୍ପାନୀ ବୋଇଂ 787-8 ଡ୍ରିମଲାଇନରକୁ ସମର୍ଥନ କରି କହିଛି ଯେ ଏହା ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ … Read More

ମୋଦିଙ୍କ ନାଁ ନେଇ କରାଯାଉଛି ବଡ଼ ସ୍କାମ: ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୮।୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଶ ଯୋଜନାର ପ୍ରଚାର କରୁଛନ୍ତି, ଯେଉଁଥିରେ କେବଳ ୨୧,୦୦୦ ଟଙ୍କା ନିବେଶ କରି ପ୍ରତିଦିନ ୧.୨୫ ଲକ୍ଷ … Read More

ମହାକାଶରେ ଶେଷ ସପ୍ତାହରେ ପାଦ ଦେଲେ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଳୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ମହାକାଶ ଯାଇଛନ୍ତି ଶୁଭାଂଶୁ ଶୁକ୍ଳା। ‌ଏବେ ମହାକାଶରେ ସେ ନିଜର ଶେଷ ସପ୍ତାହରେ ପାଦ ଥାପିଛନ୍ତି। ଆଜି ସେ ଦେଶ ସହ ଯୋଗାଯୋଗ କରିବେ ବୋଲି ସୂଚନା ରହିଛି। ଏବେ … Read More

ଇରାନ ପରେ ରୁଷ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ : ଇରାନ ପରେ ରୁଷ ଉପରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗ୍ରହଣ କରୁନଥିବାରୁ ସେ କ୍ଷୁବଧ ହୋଇଉଠିଛନ୍ତି । ଫଳରେ ସେ … Read More

ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି, ୟୁପି ଶିକ୍ଷାମନ୍ତ୍ରୀ ଗୁରୁତର

ହାପୁର: ପରସ୍ପରକୁ ଧକ୍କା ଦେଲା କନଭଏରେ ଯାଉଥିବା ଗାଡ଼ି। ଗୁରୁତର ଆହତ ହେଲେ ଶିକ୍ଷାମନ୍ତ୍ରୀ। ଉତ୍ତରପ୍ରଦେଶର ହାପୁରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଶିକ୍ଷାମନ୍ତ୍ରୀ ଗୁଲାବୋ ଦେବୀ ଗୁରୁତର ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି … Read More

ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ‘ଆମେରିକା ପାର୍ଟି’ର କୋଷାଧ୍ୟକ୍ଷ

ନୂଆଦିଲ୍ଲୀ: ଟେସଲାର ସିଏଫଓ (ମୁଖ୍ୟ ଆର୍ଥିକ ଅଧିକାରୀ) ବୈଭବ ତନେଜାଙ୍କୁ ଏଲୋନ୍ ମସ୍କଙ୍କ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ରେ ଏକ ବଡ଼ ଦାୟିତ୍ୱ ମିଳିଛି। ମସ୍କ ବୈଭବ ତନେଜାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବାଛିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର … Read More

ରାଜ୍ୟରେ ଚାଲିଛି ଟ୍ରିପଲ ଏମ ସରକାର

ଭୁବନେଶ୍ୱର, ୮।୭: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସର୍ବସମ୍ମତ କ୍ରମେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଇଛି। ମନମୋହନ ପୁନଃ ସଭାପତି ନିର୍ବାଚିତ … Read More

ଲମ୍ବା ଇନିଂସ ଖେଳିବ ବିଜେପି ସରକାର : ମନମାହନ

ଭୁବନେଶ୍ବର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନ‌ମୋହନ ସାମଲ କହିଛନ୍ତି ରାଜ୍ୟରେ ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ … Read More

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: କେନ୍ଦୁଝରରେ ଅଖଚକ ବନ୍ଦ, ଯାତାୟତରେ ବାଧାପ୍ରାପ୍ତ

କେନ୍ଦୁଝର : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ରାଜ୍ୟବ୍ୟାପି ୭ଦଫା ସମ୍ବଳିତ ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦଳନ ହୋଇଛି। ଫଳରେ ଅଖଚକ ବନ୍ଦ ହୋଇ ଯାଇଛି। ଏହା ଦ୍ବାରା ଯାତାୟତ ବ୍ୟାହତ ହୋଇଯାଇଥିବାରୁ ସାଧାରଣଲୋକେ ଯାଆସ କରିନପାରି ବହୁ … Read More