କଳା ଓ ବାଣିଜ୍ୟ ପଢ଼ୁଥିବା ଛାତ୍ରଛାତ୍ରୀ ବି ଉଡାଇପାରିବେ ବିମାନ

ନୂଆଦିଲ୍ଲୀ: ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ। ଭାରତରେ ପାଇଲଟ୍ ହେବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ … Read More

ଶ୍ରୀମନ୍ଦିର ବାହାର ଅଟ୍ଟାଳିକାର ଉଚ୍ଚତା ନିର୍ଦ୍ଧାରଣ ହେବ: ଅରବିନ୍ଦ ପାଢୀ

ପୁରୀ: ଶେଷ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି। ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠିଛି। ସେମାନେ ନିଜସ୍ବ ଢଙ୍ଗରେ ଅଟ୍ଟାଳିକା … Read More

ବଡ଼ଦାଣ୍ଡରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ … Read More

ଭାରତ ନିର୍ମାଣ କରୁଛି ଏହି ଶକ୍ତିଶାଳୀ ମିସାଇଲ ଡିଫେନ୍ସ ସିଷ୍ଟମ

ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ସଂଘର୍ଷରେ ଭାରତୀୟ ବାୟୁ ସୁରକ୍ଷା ପ୍ରଣାଳୀ ନିଜର ଦକ୍ଷତା ଦେଖାଇଥିଲା । ରୁଷ ନିର୍ମିତ ଏସ-୪୦୦ ସମେତ ସ୍ବଦେଶୀ ଆକାଶତୀର ସିଷ୍ଟମ ପାକିସ୍ତାନୀ ରକେଟ ଓ … Read More

ଏଣିକି ରଥ ଉପରକୁ ମୋବାଇଲ ନେଲେ କେବଳ ସିଜ୍‌ ନୁହେଁ ବରଂ ଫୌଜଦାରୀ ମାମଲା ହେବ

ପୁରୀ: ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକଙ୍କ କଡ଼ା ଟିପ୍ପଣୀ। ରଥଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି। ସେହିପରି ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ। କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ। ସମସ୍ତଙ୍କୁ … Read More

ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର, ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କା ପୁରସ୍କାର

ରାଉରକେଲା  : ଏନକାଉଣ୍ଟରରେ ଟଳିଲା ମାଓ କମାଣ୍ଡର । ପୋଲିସ ଗୁଳିରେ ଝାଡ଼ଖଣ୍ଡ ଲାତେହାରରେ ମାଓ କମାଣ୍ଡର ମନୀଷ ଯାଦବ ମୃତ। ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଓବାଦୀଙ୍କ ଉପରେ ଥିଲା 10 ଲକ୍ଷ ଟଙ୍କାର ପୁରସ୍କାର ରାଶି । … Read More

ପୁଣି ମଣିପୁର ଅଶାନ୍ତ: ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି, ୫ ଆହତ

ଇମ୍ଫାଲ: ରାଜଭବନ ଅଭିମୁଖେ ଯିବାବେଳେ ଇମ୍ଫାଲରେ ସୁରକ୍ଷାକର୍ମୀ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଧସ୍ତାଧସ୍ତିରେ ୫ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ବିବୃତିକୁ ନେଇ ତାତିଲେ ମେତେଇ। ଆଲୋଚନା ପାଇଁ ମେତେଇ ଟିିମ ଆଜି ନୂଆଦିଲ୍ଲୀ ଯିବ ଏବଂ … Read More

ଓଲଟିଲା ସ୍ପିଡ୍‌ବୋଟ୍; ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ଓ ଭାଉଜ

ପୁରୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ଭାଉଜ ଅର୍ପିତା ଗାଙ୍ଗୁଲି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁରୀରେ ଗଭୀର ସମୁଦ୍ର ଜଳରେ ସ୍ପିଡ୍‌ବୋଟର ମଜା ନେଉଥିବା ବେଳେ ଏହା ହଟାତ୍ ଓଲଟି … Read More

ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ … Read More

ପାକିସ୍ତାନ ହେବ ଖଣ୍ଡ ଖଣ୍ଡ!: ବେଲୁଚିସ୍ତାନ ପିଓକେ ହେବ ଅଲଗା

ଇସଲାମାବାଦ: ଅପରେସନ ସିନ୍ଦୂର କେବଳ ପାକିସ୍ତାନ ସେନାକୁ ଏକ ବଡ଼ ପରାଜୟ ଦେଇନାହିଁ, ବରଂ ପାକିସ୍ତାନକୁ ଭିତରରୁ ଭାଙ୍ଗି ଦେଇଛି। ପ୍ରକୃତରେ, ଅସୀମ ମୁନିରଙ୍କ ବିଫଳ ସେନାର ଫମ୍ପା ଶକ୍ତି ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ଏବେ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ … Read More