ବିଜୁବାବୁଙ୍କ ପ୍ରତିମୂତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣାରେ ସଂପୃକ୍ତ … Read More

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା: ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି … Read More

‘ସୁଭଦ୍ରା’ ଟଙ୍କାରୁ ବଞ୍ଚିତ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର: ସୁଭଦ୍ରା ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ମହିଳାଙ୍କୁ। ବାରମ୍ବାର ଆବେଦନ ସତ୍ତ୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ଅନେକ ଗ୍ରାମର ଡଙ୍ଗରିଆ ମହିଳା ସୁଭଦ୍ରା ଯୋଜନା ସହାୟତା ଅର୍ଥ … Read More

ବିଦେଶରେ ଉତ୍କଳ ଦିବସ, ପ୍ରଶାନ୍ତ ନନ୍ଦ ପାଇଲେ ‘ଉତ୍କଳ ବିଶ୍ୱ ଗୌରବ ସମ୍ମାନ’

ଭୁବନେଶ୍ବର : ଲଣ୍ଡନରେ ଉତ୍କଳ ଦିବସ ପାଳିଲେ ଓଡ଼ିଆ। ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍‌ କିଙ୍ଗଡମ୍(ଓଏସୟୁକେ) ପକ୍ଷରୁ ଶନିବାର ଲଣ୍ଡନର ହାରୋଲ୍ଡ ହିଲ୍‌ସ୍ଥିତ ଡ୍ରାପର୍ସ ଏକାଡେମୀରେ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି। ଦିନ ଗୋଟାଏରୁ ରାତି ୧୦ଟା ପର୍ଯ୍ୟନ୍ତ … Read More

ବିକ୍ରି ହୋଇପାରେ ହ୍ୱାଟ୍ସଆପ୍‌ ଓ ଇନଷ୍ଟାଗ୍ରାମ୍‌

ମୁମ୍ବାଇ: ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌କୁ ନେଇ ଏକ ବଡ଼ ଖବର ହସ୍ତଗତ ହୋଇଛି। ଅଡୁଆରେ ଫସି ଯାଇଛନ୍ତି ଏହାର ମାଲିକ ମାର୍କ ଜୁକରବର୍ଗ। ସୂଚନା ରହିଛି ଯେ ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍‌ ହ୍ୱାଟ୍ସଆପ୍‌ … Read More

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତ ହେଉଛି ଭାରତ, ବେଲଜିୟମ ଯିବ ଇଡି-ସିବିଆଇ ଟିମ୍‌

ନୂଆଦିଲ୍ଲୀ,୧୫।୪: ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଦଳ ବେଲଜିୟମ ଯିବ। ଉଭୟ ଏଜେନ୍ସିରୁ ଦୁଇରୁ ତିନି ଜଣ ଅଧିକାରୀଙ୍କୁ ବେଲଜିୟମ ପଠାଯାଇପାରେ ବୋଲି … Read More

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପ୍ରଥମତଃ, ଯେଉଁ ହସ୍ପିଟାଲରୁ … Read More

ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୫।୪: ୱାକଫ୍ ସଂଶୋଧନ ବିଲ୍‌ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ … Read More

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଧକ୍କା, ମୁଡା ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍ୱତନ୍ତ୍ର କୋର୍ଟ ଏମୟୁଡିଏ (ମୁଡା) ଜମି ଆବଣ୍ଟନ ମାମଲାର ତଦନ୍ତ ଜାରି ରଖିବାକୁ ଲୋକାୟୁକ୍ତ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜଡିତ ଥିବା ଅଭିଯୋଗ ହୋଇଛି। ମୁଡା ମାମଲାରେ ଲୋକାୟୁକ୍ତ ପୋଲିସ … Read More

ଲୋକେ ଚାହୁଁଛନ୍ତି ମୁଁ ରାଜନୀତିକୁ ଆସେ କିନ୍ତୁ ବିଜେପି ମତେ ଆସିବାକୁ ଦେଉନି – ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଇଡିରେ ହାଜର ହେବାକୁ ଯିବା ବେଳେ ବିଜେପି ଉପରେ ବର୍ଷିଲେ ରବର୍ଟ ଭଦ୍ରା । ବିଜେପି ଏବଂ ତାର ନିମ୍ନ ମାନସିକତା ନେଇ ଟାର୍ଗେଟ୍ କରିଛନ୍ତି ରବର୍ଟ । ମାମଲାରେ କିଛି ନାହିଁ ଏହା କେବଳ ରାଜନୈତିକ ପ୍ରତିଶୋଧ ବୋଲି … Read More