ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ
ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ … Read More
