ସମ୍ବଲପୁର ମଣପୁରମ୍ ଫାଇନାନ୍ସ ଡକାୟତି ଘଟଣା, କୋର୍ଟରେ ହାଜର ହେବ ମାଷ୍ଟରମାଇଣ୍ଡ ସୁବୋଧ ସିଂହ
ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ସ୍ଥିତ ମଣପୁରମ୍ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା । ଲୁଟର ମାଷ୍ଟରମାଇଣ୍ଡ ସୁବୋଧ ସିଂହକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୋଲିସ । ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଜେଲରେ ଥିଲା ମାଷ୍ଟରମାଇଣ୍ଡ ସୁବୋଧ ସିଂହ । ଆଜି ସମ୍ବଲପୁର ଏସ୍ଡିଜେଏମ୍ … Read More