ଗୋରଖନାଥ ମନ୍ଦିରରେ ରଙ୍ଗ ଖେଳ ସହ ପକ୍ଷୀଙ୍କୁ ଖୁଆଇଲେ ଯୋଗୀ
ଲକ୍ଷ୍ନୌ: ପକ୍ଷୀ ପ୍ରେମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପବିତ୍ର ହୋଲି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଗୋରଖନାଥ ମନ୍ଦିର ଯାଇଥିବା ବେଳେ ସେଠାରେ ସେ ବତକମାନଙ୍କୁ ଖାଦ୍ୟ ଖୁଆଇଥିଲେ । ଖାଲି ବତକ ନୁହଁନ୍ତି ମୟୂରକୁ ନିଜ ହାତରେ ଖାଦ୍ୟ ଖୁଆଉଥିବାର … Read More
