ସିଏଜି ରିପୋର୍ଟଠାରୁ ସିବିଆଇ ଓ ଇଡି ଅଧିକ ତଥ୍ୟ ଦେଇଥିଲେ: ସନ୍ଦୀପ ଦୀକ୍ଷିତ
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗତକାଲି ସିଏଜି ରିପୋର୍ଟ ଉପସ୍ଥାନ କରାଯାଇଥିଲା | ଅବକାରୀ ନୀତି ଉପରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୂର୍ବତନ ଆପ୍ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ କ୍ଷତି ହୋଇଛି। … Read More
