ବଜେଟ୍ ପରେ ଏବେ ୟୁସିସିକୁ ସମର୍ଥନ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ଅଭିନେତା ତଥା ତୃଣମୂଳ କଂଗ୍ରେସ(ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)ଲାଗୁକୁ ପ୍ରଶଂସା କରିଛନ୍ତି। ଚାରି ଦିନ ପୂର୍ବରୁ, ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟର କିଛି ଅଂଶକୁ ମଧ୍ୟ ପ୍ରଶଂସା କରିଥିଲେ। … Read More

ଏଣିକି ସାହାରା ଇଣ୍ଡିଆର ନିବେଶକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ଦାବି କରିପାରିବେ

ନୂଆଦିଲ୍ଲୀ,୫।୨: ଯେଉଁମାନଙ୍କର ଟଙ୍କା ସାହାରା ଇଣ୍ଡିଆରେ ଫସି ରହିଛି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକ ସଭାରେ କହିଛନ୍ତି, ୨୮ ଜାନୁଆରୀ, ୨୦୨୫ ସୁଦ୍ଧା ସାହାରା ଗ୍ରୁପର ସମବାୟ ସମିତିଗୁଡ଼ିକର … Read More

ଅଣହିନ୍ଦୁ କର୍ମଚାରୀଙ୍କୁ ନିଲମ୍ବନ କଲା ତିରୁପତି ମନ୍ଦିର କମିଟି

ତିରୁପତି,୫ା୨: ଭାରତରେ ପ୍ରମୁଖ ହିନ୍ଦୁ ଧର୍ମସ୍ଥଳୀ ମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଅନ୍ୟତମ। କିଛିଦିନ ତଳେ ଏଠାରେ ମିଳୁଥିବା ଲଡ଼ୁରେ ଗୋମାଂସ ଚର୍ବି ଅଂଶ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ବିବାଦ ଦେଖାଦେଇଥିଲା। ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ … Read More

ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଟ୍ରମ୍ପ

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନମାନଙ୍କୁ ଅପସାରଣ କରି ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଏହା ଅନ୍ତର୍ଗତ ୨୩ … Read More

ଚେନ୍ନାଇରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଛୁରୀ ଦେଖାଇ ଚଳନ୍ତା ଅଟୋରେ ଯୌନ ନିର୍ଯାତନା

ଚେନ୍ନାଇ,୫ା୨: ସୋମବାର ବିଳମ୍ବିତ ରାତିରେ ଚେନ୍ନାଇରେ ଏକ ଚଳନ୍ତା ଅଟୋରିକ୍ସାରେ ଜଣେ 18 ବର୍ଷୀୟ ପ୍ରବାସୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ଅପରାଧ ସ୍ଥାନ ନିକଟରେ ଥିବା CCTV ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ତିନି … Read More

ଭୋଟ ଦେଲେ ରାଷ୍ଟ୍ରପତି: ଚାରିଆଡେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ,୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର … Read More

ଅମିତ ଶାହଙ୍କ ବିରୋଧରେ ‘ଗୁଣ୍ଡାରାଜ୍‌’ ଅଭିଯୋଗ ଆଣିଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ଅଭିଯୋଗ ଆଣିଛନ୍ତି ଯେ ​​ଭୋଟ ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ “ଗୁଣ୍ଡାରାଜ”କୁ ସମର୍ଥନ … Read More

ଅଙ୍ଗନୱାଡ଼ି ଭିତ୍ତିଭୂମି: ଏଣେତେଣେ ଚାଲିଛି ୫୪୭ କେନ୍ଦ୍ର, ୩୯୯ ପଦବି ଖାଲି

କୋରାପୁଟ: ଜିଲ୍ଲାର ୧୪ବ୍ଲକ ଓ ସୁନାବେଡା ପୌରାଂଚଳକୁ ନେଇ ୧୫ଟି ସ୍ଥାନରେ ୩୩୯୭ଟି ଅଙ୍ଗନୱାଡି କେନ୍ଦ୍ରରୁ ୨୮୫୦ଟି ନିଜସ୍ବକୋଠାରେ ଚାଳିଛି। ୩୯୯ ଜଣ ଧାର୍ଯ୍ୟ ସଂଖ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ୫୪୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର ନାହିଁ। ୧୯୮୪ଟି ସ୍ଥାନରେ ବିଦ୍ୟୁତ … Read More

‘ଆମ ଓଡିଶା, ନବୀନ ଓଡିଶା’ର ଅଧା ପ୍ରକଳ୍ପ ବି ବିକଶିତ ଗାଁ ଯୋଜନାରେ ସମ୍ପୂର୍ଣ୍ଣ ହୋଇପାରିବ

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଅଧାରେ ଅଟକିଥିବା ପ୍ରକଳ୍ପକୁ ବି ସମ୍ପୂର୍ଣ୍ଣ କରିବେ ରାଜ୍ୟ ସରକାର | ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ କହି ମୋହନ ସରକାର ଆଜି ଏହି ବଡ ଘୋଷଣା କରିଛନ୍ତି | ବାସ୍ତବରେ ଆଜିଠୁ ଆରମ୍ଭ ହୋଇଛି ‘ବିକଶିତ ଗାଁ, … Read More

ଫେବୃଆରୀ ୧୦ରୁ ଜୋରଦାର ହେବ ଗାଡ଼ି ଚେକିଂ

ଭୁବନେଶ୍ୱର,୫।୨: ଫେବ୍ରୁଆରି ୧୦ରୁ ହେବ ବଡ଼ ଧରଣର ଧରପଗଡ଼। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ। ସେହିପରି କଟକ ଓ ଭୁବନେଶ୍ବରରେ ବ୍ୟାପକ … Read More