ଟ୍ରେନ ୱାଗନରୁ ୧୨ ବୋମା ଜବତ
ବଲାଙ୍ଗିର: ବଲାଙ୍ଗୀରର କଣ୍ଟାବାଞ୍ଜି ରେଳ ଷ୍ଟେସନରେ ମଙ୍ଗଳବାର ଦିନ ଏକ ମାଲବାହୀ ଟ୍ରେନ୍ ୱାଗନରୁ ସୁରକ୍ଷାକର୍ମୀମାନେ ପ୍ରାୟ ୧୨ଟି ବୋମା ଉଦ୍ଧାର କରିଛନ୍ତି। ନିୟମିତ ଯାଞ୍ଚ ସମୟରେ ସୁରକ୍ଷାକର୍ମୀଙ୍କୁ ଏହି ବୋମାଗୁଡ଼ିକ ମିଳିଛି। ରେଳ ୱାଗନ୍ ରେ ବୋମାଗୁଡ଼ିକ କିପରି ପହଞ୍ଚିଲା … Read More
