୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ଆରମ୍ଭ

କଟକ: କଟକ ବକ୍ସି ବଜାର ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୭୩ ତମ ରାଜ୍ୟ ପୋଲିସ ଆଥଲେଟିକ ଚାମ୍ପିୟନସିପ୍ ୨୦୨୫ ଆରମ୍ଭ ହୋଇଛି। ଆର. ପି. କୋଚେ, ଆଇପିଏସ, ନିର୍ଦ୍ଦେଶକ (ଗୁଇନ୍ଦା) ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଖେଳ … Read More

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ବ ମିଳିଛି। ଗତ କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଗଭର୍ଣ୍ଣର ଭାବେ ଅବସର ନେଇଥିବା … Read More

ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସରୁ ଖସି ପଡ଼ିଲା ବ୍ୟାଟେରୀ, ଅଧାରେ ଅଟକିଲା ଟ୍ରେନ

ସୋର: ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସରୁ ବ୍ୟାଟେରୀ ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ଏହି ଟ୍ରେନ୍‌‌ଟି ଅଧାରେ ଅଟକି ରହିଛିା ସବିରା ଷ୍ଟେସନ ପାଖରେ ବ୍ୟାଟେରୀ ଖସିପଡ଼ିବାରୁ ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ ଅଟକି ରହିଥିବା ଜଣାପଡ଼ିଛି। ନ୍ୟୁ ଜଲପାଇଗୁଡ଼ି ଏକ୍ସପ୍ରେସ ଚେନ୍ନାଇରୁ ଜଲପାଇଗୁଡ଼ି … Read More

ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ମାୟାଧର ରାଉତ ଦିଲ୍ଲୀ ବାସଭବନରେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର … Read More

୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱରର ମେ’ ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ … Read More

୧୩.୯ କୋଟିର କାମ୍ପା ଅର୍ଥରେ କିଣାଯାଇଛି ଆଇଫୋନ, ଫ୍ରିଜ, ଲାପଟପ୍‌

କ୍ଷତିପୂରକ ବନୀକରଣ ପରିଚାଳନା ଏବଂ ଯୋଜନା କର୍ତ୍ତୃପକ୍ଷ(କାମ୍ପା) ପାଣ୍ଠି ଅର୍ଥରେ କିଣା ହୋଇ ଆଇଫୋନ, ଫ୍ରିଜ ଏବଂ ଲାପଟପ। ଲକ୍ଷେ କି ୨ ଲକ୍ଷ ନୁହେଁ, ସିଧାସଳଖ ୧୩ କୋଟି ୯୦ ଲକ୍ଷ ଟଙ୍କା ଏଭଳି ଅଯଥା ଖର୍ଚ୍ଚରେ ବିନିଯୋଗ କରାଯାଇଛି। … Read More

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ ଭାଇ ଗିରଫ

ନୂଆପଡା: ଭିଜିଲାନ୍ସ ଜାଲରେ ୨ ଭାଇ । ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ … Read More

ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଘଟଣାରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ । ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ପିଲାମାନଙ୍କ ଭରସା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଲେ । ଲୋକସେବା ଭବନରେ … Read More

ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣା, ମିଳିଲା ବକେୟା ଦରମା

ବଲାଙ୍ଗିର: ଖବର ବାଜିଲା ପରେ ଶିକ୍ଷକଙ୍କୁ ଦରମା ଦେବାକୁ ଶିକ୍ଷା ବିଭାଗର ଚେତା ପଶିଲା । ମଜୁରୀ ପାଇଁ ଶିକ୍ଷକ ଛୁଟି ଦରଖାସ୍ତ ଦେବା ଘଟଣାରେ ଶିକ୍ଷକଙ୍କୁ ବକେୟା ଦରମା ଦେଲା ଶିକ୍ଷା ବିଭାଗ । ୩୯୮ କୋଟି ୩୨ ଲକ୍ଷ … Read More

ଏୟାରଇଣ୍ଡିଆର ଦୟନୀୟ ସେବାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଶିବରାଜ ଚୌହ୍ବାନ

କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏୟାରଇଣ୍ଡିଆର ବିମାନ ସେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିମାନର ସିଟ୍‌ଗୁଡ଼ିକର ଖରାପ ସ୍ଥିତିକୁ ନେଇ ଶିବରାଜ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଶିବରାଜ … Read More