ପିଡିପି ଇସ୍ତାହାରରେ ମାଗଣା ବିଜୁଳି, ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ପାଇଁ ପ୍ରତିଶ୍ରୁତି
ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟିଂ ହେବ। ଏହାପୂର୍ବରୁ ଉପତ୍ୟକାରେ ରାଜନୀତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ଏସବୁ ଭିତରେ ପିଡିପି ପକ୍ଷରୁ ଆଜି ନିର୍ବାଚନ ପାଇଁ ଇସ୍ତହାର ବା … Read More