ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଆକାଶ!
ଭୁବନେଶ୍ବର : ଘନଘନ ବିଜୁଳି ଓ ଘଡ଼ଘଡ଼ିରେ କମ୍ପିଲା ରାଜଧାନୀ ଭୁବନେଶ୍ୱରର ଗଗନ ପବନ। କିଛି କ୍ଷଣ ପାଇଁ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିଲା। ଘର ଭିତରେ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଉ ଯେଉଁମାନେ କୌଣସି କାମରେ ଘରୁ ବାହାରିଥିଲେ, ସେମାନେ … Read More