ଇଡ଼ି ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା: ହିଣ୍ଡେନବର୍ଗ ରିପୋର୍ଟ ନେଇ ଇଡ଼ି କାର୍ଯ୍ୟାଳୟକୁ ଘେରି କହିଲା ଓଡିଶା କଂଗ୍ରେସ
ଭୁବନେଶ୍ୱର: ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ ଗୁରୁବାର କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଇଡ଼ି ଅଫିସ୍ ଘେରାଉ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଇଡ଼ି … Read More