ବାଂଲାଦେଶ ହିଂସା ମଧ୍ୟରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ
ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ ସରକାର … Read More