ଓଡିଶାରେ ସମ୍ବର୍ଦ୍ଧିତ ହେଲେ୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ‘ଲକ୍ଷପତି ଦିଦି’

ଭୁବନେଶ୍ୱର: ମିଶନ ଶକ୍ତି କେବଳ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନଙ୍କ ସଶକ୍ତିକରଣର କାହାଣୀ ନୁହେଁ, ବରଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସାରା ଦେଶର ମହିଳାମାନଙ୍କୁ ଆତ୍ମନିର୍ଭର ଏବଂ ସଶକ୍ତ କରିବା ସ୍ୱପ୍ନର ବାର୍ତ୍ତାବହ। ସମାଜ, ସମ୍ପ୍ରଦାୟ ଏବଂ ଦେଶର ବିକାଶ … Read More

ସରକାରୀ ଯାନ ଚାଳନା ତାଲିମ କେନ୍ଦ୍ର ବୃଦ୍ଧି ହେବ ବୋଲି ପରିବହନ ମନ୍ତ୍ରୀଙ୍କ ଘୋଷଣା

ବ୍ରହ୍ମପୁର/ଭୁବନେଶ୍ୱର: ଗଞ୍ଜାମ ଜିଲା ବ୍ରହ୍ମପୁରରେ ଥିବା ସରକାରୀ ଯାନଚାଳନା ପ୍ରଶିକ୍ଷଣ କେନ୍ଦ୍ର ପ୍ରଥମ ବର୍ଷ ପୂରା କରିଛି। ଏହି ଅବସରରେ ପାଲୁର ହିଲ୍‌ସ ସ୍ଥିତ ତାଲିମ ପ୍ରତିଷ୍ଠାନରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ … Read More

ଛାତ୍ରୀ ମୃତ୍ୟୁ ମାମଲା, ଚାକିରି ହରାଇଲେ ୱାର୍ଡେନ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ବିଦ୍ୟାଳୟର କସ୍ତୁରବା ହଷ୍ଟେଲ ଛାତ୍ରୀ ମଧୁସ୍ମିତା ବେହେରାଙ୍କ ମୃତ୍ୟୁ ଘଟଣାରେ ଚାକିରି ହରାଇଛନ୍ତି ୱାର୍ଡେନ ମିନତି ମହାପାତ୍ର । ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହା ସହିତ ପ୍ରଧାନ … Read More

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି : ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ। ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ପିପିଲି ଆବଲପୁର ଗାଁରୁ ପ୍ରାୟ … Read More

‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼

ସମ୍ବଲପୁର : ସମ୍ବଲପୁରରେ ଜଣେ ‘ମୋ ବସ’ ଡ୍ରାଇଭରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ବସ ଭିତରେ ପଶି ତାଙ୍କୁ ପିଟିଥିବା ନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଡ୍ରାଇଭର ବରୁଣ ରାଉତ ଚିପିଲିମାରୁ … Read More

ନୟାଗଡର ୪ଟି ଜେଲରେ ଚଢାଉ: ବିପୁଳ ନିଶାଦ୍ରବ୍ୟ ଜବତ

ନୟାଗଡ : ଆଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ … Read More

ରାସ୍ତା କଡରୁ ଗଛ କାଟିବାବେଳେ ଧରିଲେ ଡିଏଫଓ, ଟ୍ରାକ୍ଟର ସହ କାଠ ଜବତ

ଆଠଗଡ : ଆଠଗଡ-ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତା କଦମ୍ବପାଟଣା ଗ୍ରାମ ନିକଟରେ ରାସ୍ତା ପାର୍ଶ୍ବରେ ଏକ ବିରାଟ ଚାକୁଣ୍ଡା ଗଛ କାଠ ମାଫିଆ କାଟି ନେଇଯିବାକୁ ଉଦ୍ୟମ କରୁଥିଲେ । ସେହି ରାସ୍ତା ଦେଇ ଅପରାହ୍ନ ୫ଟାବେଳେ ଯାଉଥିବା ଡିଏଫଓ ଡାକ୍ତର … Read More

ବଦଳୁଛି ନେତୃତ୍ବ, ବିଗୁଡ଼ୁଛି ଟ୍ରାଫିକ୍‌: ୬ ବର୍ଷରେ ୧୧ ଟ୍ରାଫିକ୍‌ ଡିସିପି

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ନିୟମିତ ଭାବେ ନୂଆ ଯୋଜନା କରାଯାଉଛି। ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି, ଅମାନିଆଙ୍କୁ ସାବାଡ୍‌ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ରାଜଧାନୀର ଟ୍ରାଫିକ୍‌ ସମସ୍ୟାରେ … Read More

ମଧୁବାବୁ ଓ ଗୋପବନ୍ଧୁଙ୍କୁ ମିଳୁ ଯଥୋଚିତ ସମ୍ମାନ

ଭୁବନେଶ୍ବର : ଜାତୀୟବାଦ ଆନ୍ଦୋଳନ, ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହା ଯୋଦ୍ଧା ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶାକୁ ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣିଥିଲେ ଉତ୍କଳ ଗୌରବ … Read More

ବିଧାନସଭାରେ ସଂରକ୍ଷଣ ତାତି: ପ୍ରଥମାର୍ଦ୍ଧରେ ଚାଲିପାରିଲାନି ଗୃହ

ଭୁବନେଶ୍ବର: ମୋହନ ସରକାର ଛି… ଛି.., ମୋହନ ସରକାର ଥୁ… ଥୁ…, ଆମର ଦାବି ପୂରଣ ହେଉ…। ଗତକାଲି ପରି ଆଜି ବି ଏମିତି ନାରାବାଜିରେ ବିଧାନସଭା ଗୃହ କମ୍ପିଥିଲା। ତେବେ ପ୍ରସଙ୍ଗ ଭିନ୍ନ ଥିଲା। ଆଜି ସଂରକ୍ଷଣ ପ୍ରସଙ୍ଗକୁ ନେଇ … Read More