ମମତାଙ୍କ ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ମହିଳା ଅଧିକାରୀଙ୍କୁ ଧମକାଇବା
କୋଲକାତା: ମହିଳା ଅଧିକାରୀଙ୍କ ସହ ଦୁର୍ବ୍ଯବହାର କରି ଫସିଲେ ପଶ୍ଚିମବଙ୍ଗ ଜେଲ ମନ୍ତ୍ରୀ ଅଖିଲ ଗିରି। ଟିଏମସି ଅଧ୍ଯକ୍ଷ ତାଙ୍କୁ ଇସ୍ତଫା ଦେବାକୁ କହିବା ସହ ମହିଳା ଅଧିକାରୀଙ୍କୁ କ୍ଷମା ମାଗିବାକୁ ମଧ୍ୟ କହିଛନ୍ତି। ଅଖିଳ ଗିରିଙ୍କୁ ତୁରନ୍ତ ନିଃସର୍ତ୍ତ କ୍ଷମା … Read More