ବିଧାୟକଙ୍କୁ ଟ୍ରେନିଂ ଦେବେ ଜେପି ନଡ୍ଡା
ଭୁବନେଶ୍ୱର: ବିଧାୟକଙ୍କୁ ତାଲିମ ଦେବେ କେନ୍ଦ୍ରୀୟ ନେତା। ନୂଆ ବିଧାୟକଙ୍କ କ୍ଲାସ୍ ନେବେ ଜେପି ନଡ୍ଡା। ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର। ଆଉ ନୀତି ନୈତିକତାର ପାଠ ପଢାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାୟକଙ୍କୁ ଆଚରଣ ଉଚ୍ଚାରଣ ଶିଖାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ … Read More