ପୁଣି ଆରମ୍ଭ ହେବ ବ୍ୟାଘ୍ର ପ୍ରକଳ୍ପ, ୫ ବର୍ଷରେ ଆସିବେ ୧୪ଟି ବାଘ
ସାତକୋଶିଆ : ସାତକୋଶିଆକୁ ଆସିବେ ବାଘ । ପୁଣି ଆରମ୍ଭ ହେବ ଟ୍ରାନସ ଲୋକେସନ ପ୍ରକଳ୍ପ । ଏଥର ମହାରାଷ୍ଟ୍ର ତଡ଼ୋବା ଜଙ୍ଗଲରୁ ଆସିବ ବାଘ । ଟ୍ରାନସ ଲୋକେସନ ପାଇଁ ମିଳିଛି NTCAର ଗ୍ରୀନ ସିଗନାଲ । ୫ ବର୍ଷରେ ପର୍ଯ୍ୟାୟକ୍ରମେ … Read More