ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା । … Read More

ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ

ପିପିଲି : ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। … Read More

ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ବର : ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ … Read More

ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ

ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା … Read More

ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ

ଭୁବନେଶ୍ବର: ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହାସହ ବିଭିନ୍ନ … Read More

ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ: ମନ୍ତ୍ରୀ

ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍‌ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ … Read More

ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ

ନୂଆପଡା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସରେଇପାଲି ଗାଁରେ ପୋଖରୀରେ ବୁଡ଼ି ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ଜନଉ ବରିହାଙ୍କ ପୁଅ ହେମରାଜ ଓ ବେଦରାମ ବରିହାଙ୍କ ପୁଅ ଶଙ୍କର। ଉଭୟ ନାବାଳକ … Read More

ଅନ୍ଧ କରିଦେଲା ସମ୍ପତ୍ତି ଲୋଭ; କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

ବ୍ରହ୍ମପୁର : ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍‌ ଟଙ୍କା । ମାତ୍ର ବୃଦ୍ଧ ବାପା ଏହାକୁ ବିରୋଧ କରିବାରୁ ପାଲଟିଗଲା ଶତ୍ରୁ। ଦିନେ ଯେଉଁ ବାପା ହାତ ଧରି ଚାଲିବା ଶିଖାଇଥିଲା, ତାକୁ ଅତି ନିର୍ମମ ଭାବେ ହତ୍ୟା … Read More

ଶ୍ରାବଣ ମାସର ଶେଷ ସୋମବାର ବାବା ଧବଳେଶ୍ୱରଙ୍କ ପୀଠରେ ଅସମ୍ଭବ ଭିଡ଼

କଟକ : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏହି ଦିନ ବାବା ଧବଳେଶ୍ୱରଙ୍କ ଉପରେ ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ରାତ୍ର ଚାରିଟାରେ ମନ୍ଦିରର ଦ୍ଵାର ଫିଟାଯାଇ … Read More

୧୫-୨୦ ଦିନ ମଧ୍ୟରେ ବାଂଲାଦେଶରୁ ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଅଣାଯିବ: ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ବାଂଲାଦେଶରେ ଲାଗିରହିଥିବା ହିଂସା ଓ ସେଠାରେ ହିଂସାରେ ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ରାଜ୍ୟ ସରକାର ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି। ଏହି କ୍ରମରେ … Read More