ସବୁ ନଦୀର ସ୍ଥିତି ସ୍ବାଭାବିକ-, ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି-ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ସବୁ ନଦୀର ସ୍ଥିତି ସ୍ବାଭାବିକ ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨ଫୁଟ ଉପରେ ରହିଛି। ମୁଣ୍ଡଳିରେ ସାଢ଼େ ୩ … Read More