ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ହାବିଲଦାର ମୃତ

କଟକ/ଫୁଲନଖରା, : କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର ପ୍ରଦୀପ ମଲ୍ଲିକ। … Read More

ଏହି କାମ ଦେଖି ତାଜୁବ ହେଲେ ନୂଆ ମୁଖ୍ୟମନ୍ତ୍ରୀ: ମାଗିଲେ ଜବାବ

ଭୁବନେଶ୍ୱର,୧୪।୬: ଓଡ଼ିଶାରେ ନୂଆ ଭାଜପା ସରକାର ଆରମ୍ଭ ହୋଇଛି। ଶପଥ ନେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଶୁକ୍ରବାର ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସମୀକ୍ଷା ବେଳେ ସରକାରୀ ବ୍ୟବସ୍ଥା … Read More

ରଜ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ପହିଲି ରଜ। ରଜ ପର୍ବ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାରମ୍ପରିକ ଗଣ ପର୍ବ ରଜ। ତିନି ଦିନ ଧରି ଗାଁଠୁ ସହର ସବୁଠୁ ରଜର ଆସର ଜମିଥାଏ। ପହିଲି ରଜରେ ଓଡ଼ିଶାର … Read More

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କେହି ମୁସଲିମ ବ୍ୟକ୍ତି ନଥିବାରୁ ପ୍ରଶ୍ନ ଉଠାଇଲେ ସପା ନେତା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଏସଟି ହାସନ ମୋଦୀଙ୍କ କ୍ୟାବିନେଟରେ ଜଣେ ବି ମୁସଲମାନ ଚେହେରାକୁ ସ୍ଥାନ ନଦେବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଏହା ପ୍ରଥମ ଥର ପାଇଁ ଘଟିଛି ଯେ … Read More

ବିଜେପିକୁ ଅହଂକାରୀ କହିଲେ ଆରଏସଏସ ନେତା: କେନ୍ଦ୍ରମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ : କେନ୍ଦ୍ରରେ ଏକା କୀ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିବା ବିଜେପିକୁ ଆରଏସଏସ ନେତା ଇନ୍ଦ୍ରେଶ କୁମାର କଟାକ୍ଷ କରିଛନ୍ତି। ସେ ବିଜେପି ପ୍ରତି ଅହଂକାର ଶବ୍ଦ ପ୍ରୟୋଗ କରିଛନ୍ତି। ବିଜେପିର ବିଚାରଧାରା ଆରଏସଏ ସହ ଜଡ଼ିତ … Read More

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

ଭୁବନେଶ୍ବର : ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି। ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି। ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ … Read More

‘ଓଡ଼ିଶାର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦିଆଗଲା’

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶାର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ଗୁଡ଼ିକ … Read More

ଜେଲରେ ରହି ସରକାର ଚଳାଇ ହେବନାହିଁ: କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଜଳ ସଙ୍କଟକୁ ନେଇ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଜେଲରୁ ଚାଲିପାରିବ ନାହିଁ। ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ … Read More

ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ: ହଟିବ ଆଇପିସି, ସିଆରପିସି

ଭୁବନେଶ୍ବର: ଜୁଲାଇ ପହିଲାରୁ ବ୍ରିଟିସ ଆଇନ ହଟିବ। ସାରା ଦେଶରେ ନୂଆ ପୁଲିସ ଆଇନ ଲାଗୁ ହେବ। ୧୮୬୦ ମସିହାରୁ ଚାଲିଥିବା ବ୍ରିଟସ ଆଇନକୁ ହଟାଇ ଦିଆଯିବ । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ସବୁ ଡିଜିପିଙ୍କ ସହ ଆଲୋଚନା କରାଯାଇଛି। ନୂଆ … Read More

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମୃତ୍ୟୁର ଜାଲ ଖଞ୍ଜିଥିଲେ ନକ୍ସଲ: ୩୩୫୦ଟି ସ୍ପାଇକ କାଠି ଉଦ୍ଧାର

ମାଲକାନଗିରି: ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଂଚଳର ଆଦିବାସୀ ଲୋକମାନେ ଭୟଭୀତ ହେଉଛନ୍ତି। ତେଲେଙ୍ଗାନା-ଛତିଶଗଡ଼ର ଜଙ୍ଗଲରେ ରହୁଥିବା ଆଦିବାସୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନେ ଜଂଗଲକୁ ଗଲେ ମାଓବାଦୀର ଆଖ୍ୟା ଦିଆଯାଉଛି। ଜଂଗଲରେ ପାଦ … Read More