ଫୁଲବାଣୀରେ ବାଜି ମାରିଲା ବିଜେପି

କନ୍ଧମାଳ: ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି  । ଏହାରି ଭିତରେ ଫୁଲବାଣୀର ବିଜେପି  ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ  ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ … Read More

ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଆଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ୧ ଲକ୍ଷ ୧୨ ହଜାର ୯୮୪ ଭୋଟ୍ ବ୍ୟବଧାନରେ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟ ହୋଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ … Read More

ନିମାପଡ଼ାରେ ଜିତିଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା

ନିମାପଡା: ଶେଷରେ ବିଜେଡି ସୁପ୍ରିମୋଙ୍କ ସବୁ ରଣନୀତି ନିମାପଡ଼ାରେ ଫେଲ ମାରିଲା | ମୋଦୀଙ୍କ ହାୱା ସହ ସମୀର ଦାଶଙ୍କୁ ଅଣଦେଖା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି | ସେହିପରି ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବି ପରାଜୟର … Read More

ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ବିଜୟ

ପିପିଲି/ଡେଲାଙ୍ଗ: ପୁରୀ ଜିଲ୍ଲାର ପିପିଲିରେ ବିଜେଡି ଯୁଗର ଅବଶାନ, ଫୁଟିଲା ପଦ୍ମ । ବିଜେପିର ଗଡ ଭାବେ ପରିଚତ ପିପିଲି ଓ ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଜେଡି ନତା ପ୍ରଦୀପ ମହାରଥୀଙ୍କ … Read More

ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ

ପାଟକୁରା: ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି । ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । କେନ୍ଦ୍ରାପଡାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ … Read More

ବିଞ୍ଝାରପୁରରୁ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ଓ ବରୀରୁ ବିଶ୍ବରଂଜନ ମଲ୍ଲିକ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବିଜେଡିର ବିଜୟ । ବିଞ୍ଝାରପୁର ବିଧାନସଭା ଆସନରେ ବିଜୟ ହୋଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ । ସେହିପରି ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ବିଜୟୀ ହୋଇଛନ୍ତି । ୫୨ ହଜାର ଭୋଟ୍‌ ରେ … Read More

ବରଗଡ ବିଧାନସଭା ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବିଜୟ

ବରଗଡ: ବରଗଡ ବିଧାନସଭା ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ୪, ୭୭୨ ଭୋଟରେ ବିଜେଡିକୁ ପରାସ୍ତ କଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ଅଶ୍ବିନୀ । ଏବେ ଓଡିଶାରେ ଚାଲିଛି ବିଜେପି ଲହର । କାମ … Read More

ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ … Read More

ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ … Read More

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ … Read More