Cvbnhytju76i 750x430

ବରଗଡ ବିଧାନସଭା ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବିଜୟ

Spread the love

ବରଗଡ: ବରଗଡ ବିଧାନସଭା ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ୪, ୭୭୨ ଭୋଟରେ ବିଜେଡିକୁ ପରାସ୍ତ କଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ଅଶ୍ବିନୀ ।

ଏବେ ଓଡିଶାରେ ଚାଲିଛି ବିଜେପି ଲହର । କାମ ଦେଇଛି ଓଡିଆ ଅସ୍ମିତା ପ୍ରସଙ୍ଗ । ଭୋଟ ଗଣତି ପ୍ରକ୍ରିୟାରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହେଉଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ପଛରେ ବହୁ ପଛରେ ପଡିଯାଇଛି  ଶାସକ ବିଜେଡି। ଏମିତିକି ଏଥର ରୋଚକ ନିର୍ବାଚନରେ ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା।  ସବୁଠି ଟ୍ରେଣ୍ଡ କରୁଛି ବିଜେପି ।

Leave a Reply

Your email address will not be published. Required fields are marked *