ହଇଜାସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍; ସଂଗ୍ରହ ହେଲାଣି ୭ ହଜାର ପାଣି ନମୁନା
ରାଉରକେଲା: ଆଜି ଦ୍ବିତୀୟ ଦିନରେ ରାଉରକେଲାରେ ହଇଜା ସ୍ଥିତିର ସମୀକ୍ଷା କରିଛନ୍ତି ୫ ଜଣିଆ କେନ୍ଦ୍ରୀୟ ଟିମ୍। ନୂଆଦିଲ୍ଲିସ୍ଥ ଏନ୍ସିଡିସିର ଡା. ଇରମ ତବସୁମ୍, ସ୍ବାସ୍ଥ୍ୟ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡା. ଏନ.ଏମ. ସୋମାଲକର, ଏମ୍ସ(ଭୁବନେଶ୍ବର)ର ମେଡିସିନ ବିଭାଗର ପ୍ରଫେସର … Read More