ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା କରି ସ୍ୱାମୀ ଫେରାର
ବଲାଙ୍ଗୀର: ବରମପୁରା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। କୃଷ୍ଣଚନ୍ଦ୍ର ବାଗ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଅଞ୍ଜନା ବାଗଙ୍କୁ କୁରାଢୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଞ୍ଜନା ନିଜ ଘରେ ଗାଧୋଉଥିବା ବେଳେ ଏହି … Read More