ମରାଠା ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ! ସମସ୍ତ ଦାବି ଗ୍ରହଣ କଲେ ସିନ୍ଦେ ସରକାର
ମୁମ୍ବାଇ : ଶେଷରେ ହଟିଲା ମାରାଠା ଆନ୍ଦୋଳନ। ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନସ୍ଥାନରେ ପହଞ୍ଚି ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ଏଥିସହ ଆନ୍ଦୋଳନର ନେତା … Read More