ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର: ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର ମଞ୍ଚେଶ୍ୱରରେ ବସିଛି ବୈଠକ। ତିନୋଟି ପର୍ଯ୍ୟାୟରେ ବସିବ ବୈଠକ। ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୂରଥ ବିଶ୍ଵାଳ, ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ବିଧାୟକ ଲଳିତେନ୍ଦୁ … Read More