ଫେରିଲା କରୋନା, ଫେରିଲା ମାସ୍କ; ସ୍ୱାସ୍ଥ୍ୟ ବିଭାଗ ଜାରିକଲା ମାର୍ଗଦର୍ଶିକା

ଭୁବନେଶ୍ବର :ଦେଶରେ କିଛି ଦିନ ହେବ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କରୋନା … Read More

ଚେଲାକୁମାରଙ୍କୁ ଓଡ଼ିଶା ଦାୟିତ୍ୱରୁ ମୁକ୍ତ କରାଯାଇପାରେ ବୋଲି ସଙ୍କେତ ମିଳିଥିଲା

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ପଦରୁ ଡଃ ଏ ଚେଲାକୁମାରଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଝାଡ଼ଖଣ୍ଡର ଡଃ ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି। ତେବେ ରାଜ୍ୟ ବିଜେଡି ପ୍ରତି ନରମ ଆଭିମୁଖ୍ୟ ରହିଥିବା କାରଣରୁ ଚେଲାକୁମାରଙ୍କୁ … Read More

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ

ଭୁବନେଶ୍ବର : ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି। ଜଣେ ସପ୍ଲାୟରଙ୍କ ଠାରୁ ସେ ଏହି ଅର୍ଥ … Read More

ହାଇଦ୍ରାବାଦ ହସପିଟାଲରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହା ଫଳରେ ଅନେକ ରୋଗୀ ହସ୍ପିଟାଲରେ ଫସି ରହିଥିବା ଆଶଙ୍କା କରାଯାଉଛି। ତେବେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ … Read More

ଜେଲରୁ ମୁକୁଳିବା ପରେ ବିହାର ସରକାରଙ୍କୁ କଟାକ୍ଷ କରି ୟୁଟ୍ୟୁବର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପାଟନା ହାଇକୋର୍ଟରୁ ଜାମିନ ମିଳିବା ପରେ ବିହାରର ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି। ମନୀଷ ବିହାରର ବେଉର ଜିଲ୍ଲାରେ ୯ମାସ ହେବ ବନ୍ଦୀ ରହିବା ପରେ ‌ଡିସେମ୍ବର ୨୩ ତାରିଖରେ ଜେଲରୁ ବାହାରିଛନ୍ତି। ମନୀଷଙ୍କୁ ପ୍ରଥମେ ତାମିଲନାଡ଼ୁ … Read More

କଂଗ୍ରେସରେ ବଡ଼ ଧରଣର ସାଂଗଠନିକ ଅଦଳବଦଳ, ଡ. ଅଜୟ କୁମାର ଓଡ଼ିଶା ପ୍ରଭାରୀ

ନୂଆଦିଲ୍ଲୀ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ତାହାକୁ ଦୃଷ୍ଟିରେ ରଖି କଂଗ୍ରେସର ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରିୟଙ୍କା ଗାନ୍ଧୀଙ୍କଠାରୁ ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରତ୍ୟାହାର କରିନେଇଛନ୍ତି ଏବଂ ତାଙ୍କ … Read More

ଦିଲ୍ଲୀରେ ପ୍ରବଳ କୁହୁଡି, ୧୬ ବିମାନ ଉଡାଣରେ ବିଳମ୍ବ

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ପ୍ରାନ୍ତରେ ଶୀତର ପ୍ରକୋପ। ଜାଡରେ ଥରୁଛି ପୂରା ଭାରତ। ଆଜି ଦିଲ୍ଲୀରେ ଘନ କୁହୁଡି କାରଣରୁ ଷୋହଳଟି ବିମାନ ଉଡାଣ ବିଳମ୍ବ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳର ତାପମାତ୍ରା ହ୍ରାସ … Read More

ମୋଟିଭେସନାଲ ସ୍ପିକରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ, ସ୍ତ୍ରୀକୁ ଦେଉଥିଲେ ନିର୍ଯାତନା

ନୂଆଦିଲ୍ଲୀ : ଲୋକପ୍ରିୟ ମୋଟିଭେସନାଲ୍ ସ୍ପିକର୍ ତଥା ସୋଶାଲ ମିଡିଆରେ ପରିଚିତ ଚେହେରା ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି। ବିବେକଙ୍କ ଶଳା ଏହି … Read More

ପିଲାମାନଙ୍କ ଗେମିଙ୍ଗ ଟାଇମ୍ ହ୍ରାସ କରିବାକୁ ନିୟମ ଆଣିଲା ଚୀନ, ପୁରସ୍କାର ଦେଇ ପାରିବେନି ପ୍ଲାଟଫର୍ମ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଭିଡିଓ ଗେମିଂର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଯୁବପିଢି, କିଶୋର-କିଶୋରୀମାନେ ଏହି ସବୁ ପ୍ଲାଟଫର୍ମରେ ଅର୍ଥ ବିନିଯୋଗ ସହ ସମୟ ଅପଚୟ କରୁଛନ୍ତି। ଏହା ଗେମିଙ୍ଗ ଇଣ୍ଡଷ୍ଟ୍ରିକୁ ଲାଭ ଯୋଗାଉଛି ସତ, … Read More

ଇସ୍ରାଏଲର ଆକ୍ରମଣରେ ଗୋଟିଏ ପରିବାରର ୭୬ ଜଣ ସଦସ୍ୟ ଙ୍କ ମୃତ୍ୟୁ

ତେଲ ଅଭିଭ୍ : ଗାଜା ସହର ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି ରହିଛି । ବେଳେବେଳେ ଏହି ଆକ୍ରମଣର ଏକ ଅତି ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି । ଗତ ଶୁକ୍ରବାରଦିନ ଗାଜା ଉପରେ ହୋଇଥିବା ଇସ୍ରାଏଲର ଏକ ବଡ଼ … Read More