ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଆସିନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ। କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି।ଏହା ପୂର୍ବରୁ ବାଇଡେନ 2024 ଗଣତନ୍ତ୍ର ଦିବସରେ … Read More

‘ନିଜ ନିଜ ବାପାଙ୍କ ପାଇଁ ଅଖିଳେଶ ଓ ତେଜସ୍ୱୀ କ୍ଷମତାରେ ବସିଛନ୍ତି’

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶେଷରେ ମୋହନ ଯାଦବଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରିଛି | ଏହା ପରେ ବିଜେପି ସମାଜବାଦୀ ପାର୍ଟି (ଏସପି) … Read More

ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ !

ନୂଆଦିଲ୍ଲୀ: ବଢ଼ିଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ … Read More

ରାମ ମନ୍ଦିରର ପୂଜାରୀ ହେବେ ମୋହିତ ପାଣ୍ଡେ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ … Read More

ପାକିସ୍ତାନ ସେନା ପୋଷ୍ଟ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ

ଇସ୍ଲାମାବାଦ: ପାକିସ୍ତାନର ସୁରକ୍ଷା ବାହିନୀ ଉପରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଖାଇବର ପଖ୍ତୁନଖୱାର ଡେରା ଇସ୍ମାଇଲ ଖାଁ ଅଂଚଳରେ ଥିବା ସୁରକ୍ଷା ବାହିନୀର ଏକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ଫଳରେ … Read More

୧୪୪୪ କୋଟି ଟଙ୍କା ଦେଇ ବଙ୍ଗଳା କିଣିଲେ କୋଭିସିଲଡ଼ ଟିକା ଉତ୍ପାଦନ କରିଥିବା କମ୍ପାନୀର ମାଲିକ

ନୂଆଦିଲ୍ଲୀ : କରୋନା ଠାରୁ ଆରମ୍ଭ କରି ବିଭିନ୍ନ ମହାମାରୀ ରୋଗର ଟିକା ‌ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି।ସେ ଲଣ୍ଡନରେ କିଣିଛନ୍ତି ଗୋଟିଏ ଅତ୍ୟାଧୁନିକ … Read More

ଫେବୃଆରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା, ଘୋଷଣା ହେଲା ସୂଚୀ

ନୂଆଦିଲ୍ଲୀ : ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଜି ସିବିଏସ୍‌ଇ ପକ୍ଷରୁ ଡାଟା ସିଟ୍‌ ବା ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ … Read More

ପ୍ରଥମ ଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ଜୟପୁର : ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି … Read More

ଧାର୍ଯ୍ୟ ସମୟରେ ସରିବନି ଏକକାଳୀନ ୩ହଜାର ବ୍ୟକ୍ତିଙ୍କ ପାଇଁ ଧ୍ୟାନ ଯୋଗ କେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସର୍ବାଧିକ ବଜେଟ୍‌ରେ ନିର୍ମିତ ହେଉଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ବୃହତ୍ତର ପାର୍କିଂ ସମସ୍ୟା ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ତେବେ ଯୋଗ, ପ୍ରାଣାୟମ ଓ ଧ୍ୟାନର ବିଶାଳ କ୍ଷେତ୍ର … Read More