ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ
ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ଆସନ୍ତା ଅଗଷ୍ଟ ୩୧ରୁ କଳାହାଣ୍ଡି ଜିଲ୍ଲାର ଉତ୍କେଲାକୁ ଉଡ଼ିବ ବିମାନ । … Read More