ଦିଲ୍ଲୀରେ ସମ୍ବଲପୁରୀ ପୋଷାକ ପିନ୍ଧି ଶୁଭେଚ୍ଛା ଜଣାଇଲେ ବିଜେପି ନେତା
ଭୁବନେଶ୍ୱର:ଆଜି ସମ୍ବଲପୁର ଦିବସ । ଖାଲି ସମ୍ବଲପୁର ନୁହେଁ, ଦିଲ୍ଲୀ ବି ଦେଖିବାକୁ ମିଳିଛି ଆଜି ସମ୍ବଲପୁରୀ ଛିଟା । ଆଜି ତିନି ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ସମ୍ବଲପୁରୀ ପରିଧାନରେ ଦେଖିବାକୁ ମିଳିଛି । ଏହି ତିନି ମନ୍ତ୍ରୀ ହେଲେ ଅର୍ଥମନ୍ତ୍ରୀ … Read More