ସିବିଆଇ ତଦନ୍ତ ହେଉ: ଓଏସଏସଏସି ପରୀକ୍ଷାର୍ଥୀ
ଭୁବନେଶ୍ବର: ଓଏସଏସଏସି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ତାତିଲେ ପରୀକ୍ଷାର୍ଥୀ। କାଯ୍ର୍ୟାାଳୟ ଘେରିବା ସହ ଓଏସଏସଏସ ଅଧ୍ୟକ୍ଷଙ୍କ ବିରୋଧରେ ବର୍ଷିଲେ। ଅଧ୍ୟକ୍ଷଙ୍କ ଉପରେ ଭରସା ନାହିଁ | ଆଉ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପଚାରିଲେ ପରୀକ୍ଷାର୍ଥୀ । ସମଗ୍ର ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କଲେ ଛାତ୍ରଛାତ୍ରୀ। ରାଜ୍ୟରେ ୫ଟି ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ମଧ୍ଯ ପ୍ରଶ୍ନ ଉଠାଇଲେ।