ଚନ୍ଦ୍ରପୃଷ୍ଠରୁ ମିଳିଲା ଅମ୍ଳଜାନ ଓ ସଲଫର୍ ସନ୍ଧାନ
ଜହ୍ନରୁ ଆସିଲା ବଡ଼ ଖବର । ଚନ୍ଦ୍ରପୃଷ୍ଠରୁ ମିଳିଲା ଅମ୍ଳଜାନ ଓ ସଲଫର୍ ସନ୍ଧାନ । ଦକ୍ଷିଣ ମେରୁରେ ଏଭଳି ଅନ୍ୟାନ୍ୟ ପଦାର୍ଥ ଖୋଜି ପାଇଛି ରୋଭର ପ୍ରଜ୍ଞାନ । ରୋଭରରେ ଲାଗିଥିବା ପେଲୋଡ୍ ଲେଜର ଇଣ୍ଡକଟେଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପି … Read More