ଏବେ କରମଣ୍ଡଳରେ ଯିବାକୁ ଭୟ, ଯାତ୍ରୀଙ୍କ ହାତରେ ଭଗବାନଙ୍କ ପ୍ରତିମା

ନୂଆଦିଲ୍ଲୀ : ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଗଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଚେନ୍ନାଇ ପଟୁ ଆସିଥିବା ଏହି ଦ୍ରୁତଗାମୀ ଟ୍ରେନ୍ ଯାତ୍ରା … Read More

ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ। ଆଜି ତିନି ରଥରେ ବଡ଼ ପୋଟଳ ପଡିବା କାର୍ଯ୍ୟ ଶେଷ ହୋଇଛି । ଗତକାଲି ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଥିଲା। ଦର୍ପଦଳନ … Read More

କାନ୍ଦିଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ … Read More

ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି … Read More

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାର ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ସୋନୁ ସୁଦ

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ପରିବାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ସେ ଟ୍ୱିଟ୍ କରି ଲୋକଙ୍କୁ ସାହାଯ୍ୟ କରିବା କଥା କହିଛନ୍ତି। ଜୁନ୍‌ ୩ରେ ସୋନୁ ଟ୍ରେନ୍ ଦୁର୍ଘଟଣାରେ … Read More

ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି, କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଧାନ, ହରଡ଼, ହରଡ଼ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷକାରେ ବସିଥିବା କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ … Read More

ଜେଲ୍‌ରେ ସ୍ୱାମୀଙ୍କ ମୁହଁ ଦେଖୁ ଦେଖୁ ଟଳିପଡ଼ିଲା ଗର୍ଭବତୀ ପତ୍ନୀ

ବିହାରର ଭାଗଲପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଘଟଣାରୁ ଜଣାପଡ଼ିଛି ଯେ ହତ୍ୟା ଉଦ୍ୟମରେ ଜେଲ୍‌ରେ ଥିବା ସ୍ୱାମୀଙ୍କୁ ଭେଟିବାକୁ ଯାଇଥିଲା ପତ୍ନୀ। ସେଠି ଯେତେବେଳେ ସେ ସ୍ୱାମୀଙ୍କ ମୁହଁ ଦେଖିଥିଲା, ତ ବେହୋସ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ … Read More

ମଣିପୁରରେ ପୁଣି ହିଂସା । ଆମ୍ବୁଲାନ୍ସରେ ନିଆଁ ଲଗାଇଦେଲେ ଲୋକେ । ମା’ ପୁଅ ସମେତ ୩ ମୃତ

ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ମଣିପୁର ରାଜଧାନୀ ଇମ୍ଫାଲରେ ରବିବାର ଦିନ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ଫଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସରେ ଜଣେ ମହିଳା ଏବଂ … Read More

SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ … Read More

ଭେଣ୍ଡିଆ ପୁଅର ଶବ ନେବାକୁ ବିହାରରୁ ଦୌଡିଆସିଛି ବୁଢୀ ମା’

ଭୁବନେଶ୍ୱର:  ମାଆଟି ଆଖିରେ ଆଖିଏ ଲୁହ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ … Read More