ରାହୁଲଙ୍କ ଦାୟିତ୍ବହୀନ ବୟାନକୁ ଅଣଦେଖା କରୁଛୁ : ନିର୍ବାଚନ କମିସନ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ଭାରତର ନିର୍ବାଚନ କମିସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଭୋଟର ଚୋରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କମିସନ ନିର୍ବାଚନ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ କାମ କରିବାକୁ ଏବଂ ଦାୟିତ୍ୱହୀନ ବୟାନକୁ … Read More

ପୁଲିସକୁ ଚାପୁଡ଼ା ମାରି ବନ୍ଧା ହେଲେ ମନ୍ତ୍ରୀଙ୍କ ଭାଇ

ମନ୍ଦିରରେ ମୁତୟନ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଗିରଫ ହୋଇଛନ୍ତି ଜଣେ ମନ୍ତ୍ରୀଙ୍କ ଭାଇ। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ଗିରଫ ଅଭିଯୁକ୍ତ ହେଲେ ରାଜ୍ୟର ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ମନ୍ତ୍ରୀ ବି.ସି. ଜନାର୍ଦ୍ଦନଙ୍କ ଭାଇ ମଦନ ଭୂପାଳ ରେଡ୍ଡୀ। ସୂଚନା … Read More

ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିଲା, ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଋଣ ଜାଲିଆତି ମାମଲା ପରେ ଏବେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ତ୍ଵରାନ୍ବିତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। … Read More

ଡରାଇଲେଣି ମହାକାଶ ବିଜ୍ଞାନୀ; ପୃଥିବୀକୁ ମାଡିଆସୁଛି ବଡ଼ ବିପଦ, ନଭେମ୍ବରରେ ଆଟାକ୍‌ କରିବେ ଏଲିଏନ୍‌ !

ନୂଆଦିଲ୍ଲୀ ୩୧।୦୭: ଏପରି କିଛି ଆକଳନ କରିଛନ୍ତି ହାଭାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନୀ । ସେମାନେ ଦାବି କରିଛନ୍ତି କି ନଭେମ୍ବରରେ ପୃଥିବୀରେ ପହଞ୍ଚିବେ ଏଲିଏନ୍ସ । ଆଉ ସେମାନେ ପୃଥିବୀ ଉପରେ କରିପାରନ୍ତି ଆକ୍ରମଣ । ବିଶେଷଜ୍ଞମାନେ ଦାବି କରିଛନ୍ତି … Read More

ଭାରତ ଆଦୌ ଚିନ୍ତିତ ନୁହେଁ କି ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ନେଇ ଭାରତରେ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଭାରତ ଆମେରିକା ବିରୁଦ୍ଧରେ କୌଣସି ପ୍ରତି ଶୁଳ୍କ ଲାଗୁ କରିବ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗମମାଧ୍ୟମ ଇଣ୍ଡିଆ … Read More

ମଧ୍ୟପ୍ରଦେଶରେ ମହିଳା ଜଜ୍ ଅଦିତି କୁମାର ଶର୍ମାଙ୍କ ଇସ୍ତଫା

ଶହାଡୋଲ ୩୧।୭: ମଧ୍ୟପ୍ରଦେଶ ଶହାଡୋଲ ଜିଲ୍ଲାରେ ଅବସ୍ଥାପିତ ସିଭିଲ ଜଜ୍ ଅଦିତି କୁମାର ଶର୍ମା ବିଚାରବିଭାଗୀୟ ସେବାରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ସହିତ ସେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି। କୁହାଯାଉଛି ଅଦିତି କୁମାର ଶର୍ମା ଜନୈକ ବିଚାରବିଭାଗୀୟ ଅଧିକାରୀଙ୍କ ହାଇକୋର୍ଟ … Read More

ଟ୍ରମ୍ପ ଆଖି ଖୋଲ: ଆମେରିକାଠାରୁ ଦ୍ୱିଗୁଣ ସ୍ପିଡ୍‌ରେ ବଢୁଥିବା ଅର୍ଥବ୍ୟବସ୍ଥା, ଭାରତର ଅଭିବୃଦ୍ଧି ଉପରେ ବିଶ୍ୱ ସଂସ୍ଥାର ଭରସା

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଦୁନିଆର ନୂଆ ସାହୁକାର ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନରେ ଅନ୍ଧ ହୋଇ ବାସ୍ତବିକ ତଥ୍ୟରୁ ମୁହଁ ଫେରାଉଛନ୍ତି । ଡୋନାଲ୍ଡ ଟ୍ରମ୍ପ ଭାରତ ଓ ରୁଷକୁ ନେଇ ସୋସିଆଲ୍ ମିଡିଆରେ କଡ଼ା ହମଲା … Read More

କିଭ୍‌ ଉପରେ ପୁଣି ରୁଷ୍‌ର ମିଶାଇଲ୍‌ ବର୍ଷା, ୬ ମୃତ

କିଭ୍‌: ୨୦ ମାସରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହେବାର ନାଁ ନେଉନି। ଇତି ମଧ୍ୟରେ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଆକ୍ରମଣ କରିଛି ରୁଷ୍। ବୁଧବାର ରାତିରେ ମିଶାଇଲ୍‌ ଓ ଡ୍ରୋନ୍‌ … Read More

ଉଡାଣର ୧୪ ସେକେଣ୍ଡ ପରେ ଖସିପଡିଲା ରକେଟ୍

ନୂଆଦିଲ୍ଲୀ : ଭୂପୃଷ୍ଠରୁ କକ୍ଷପଥରେ ପହଞ୍ଚିବାକୁ ଚେଷ୍ଟା କରିଥିବା ପ୍ରଥମ ଅଷ୍ଟ୍ରେଲିଆ ନିର୍ମିତ ରକେଟ୍ ବୁଧବାର ଉଡାଣର ମାତ୍ର ୧୪ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇଥିବା ଜଣାପଡିନାହିଁ। ଫେସବୁକରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ କମ୍ପାନୀ … Read More

ବିଜେପି ହାତ ଛାଡ଼ିଲା ଏଆଇଏଡିଏମକେ

ନୂଆଦିଲ୍ଲୀ : ବିଜେପି ହାତ ଛାଡ଼ିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମଙ୍କ ନେତୃତ୍ଵାଧୀନ ଏଆଇଏଡିଏମକେ ଦଳ। ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସହିତ ଦଳ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ନେଇ ଗୁରୁବାର ଘୋଷଣା କରାଯାଇଛି। ଏଆଇଏଡିଏମକେ କ୍ୟାଡର୍ସ … Read More