ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ   ବିବାଦ ଉପୁଜିଛି।  ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍ … Read More

ପାଲଘରର ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ : ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ, ୪ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ  ଅଗ୍ନିଶମ ଏବଂ ବିପର୍ଯ୍ୟୟ … Read More

ଚାବାହାର ବନ୍ଦରରେ ଆମେରିକା କଟକଣା; ଭାରତ ପାଇଁ ଅଡୁଆ ପରିସ୍ଥିତି

ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଚାବାହାର ବନ୍ଦର ଦେଇ … Read More

ବ୍ରିଟେନରୁ ଫେରୁଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା  ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ । … Read More

ପାକିସ୍ତାନରେ କିଛି ଘଣ୍ଟା ମଧ୍ୟରେ ଘଟିଛି ଦୁଇଟି କାର ବୋମା ବିସ୍ଫୋରଣ, ୮ ମୃତ୍ୟୁ ଓ ୨୩ ଆହତ

ପାକିସ୍ତାନ: ପାକିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କିଛି ଘଣ୍ଟା ମଧ୍ୟରେ ଘଟିଲା ଦୁଇଟି କାର ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨ ଡଜନ ଆହତ … Read More

ରୁଷରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା

ରୁଷ: ଶୁକ୍ରବାର ସକାଳେ ଅର୍ଥାତ୍ ଆଜି ରୁଷର ଦୂର ପୂର୍ବ ଅଞ୍ଚଳ କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ … Read More

କେରଳରେ ହାଇଆଲର୍ଟ, ୧୯ ଜୀବନ ନେଲାଣି ମାରାତ୍ମକ ଆମିବା ରୋଗ

କେରଳ : କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି … Read More

କେରଳର ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଚୋରି

ଥିରୁବନନ୍ତପୁରମ : କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର ।  ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି ।  ଏ ଖବର ଶୁଣିଲା ପରେ … Read More

ନଭେମ୍ବର ପରେ ଭାରତ ଉପରୁ ହଟିପାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ: ସିଇଏ

ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଗୁରୁବାର ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ। ନାଗେଶ୍ଵରର ଆକଳନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ … Read More

୩ ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ମାଆ

ରାଜସ୍ଥାନ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି। ସେ ପ୍ରଥମେ ତାର ଝିଅକୁ ନଦୀ କୂଳକୁ ନେଇଯାଇଥିଲା। ଝିଅ ସହ ଅନେକ ସମୟ ବିତାଇଥିଲା। ତା ପରେ ନିଜ … Read More