ଶାସ୍ତ୍ରୀ ଭବନରେ ମାଙ୍କଡ଼ର ଉପଦ୍ରବ, ୭ ମହଲାରୁ ଖସି ପଡିଲେ ଅଧିକାରୀ

ନୂଆଦିଲ୍ଲୀ : ଦିଲ୍ଲୀର ଶାସ୍ତ୍ରୀ ଭବନରେ ଏକ ମାଙ୍କଡ଼ର ଉତ୍ପାତ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରେ ପୋଲିସ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଦୀପକ ଖୋଡାଙ୍କ ଉପରେ ହଠାତ୍ ମାଙ୍କଡ଼ ଆକ୍ରମଣ କରିଥିଲା । ମାଙ୍କଡ଼ ଆକ୍ରମଣ ପରେ ସେ ଭୟଭୀତ … Read More

ଜମ୍ମୁ-କାଶ୍ମୀରର କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ନିହତ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ୨ ଆତଙ୍କୀ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ।  ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ସକାଳେ ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର କେରାନ ସେକ୍ଟରର … Read More

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ, ଘନ ଘନ ବିସ୍ଫୋରଣରେ ଥରିଛି କିଭ

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ ।  ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ ।  ଘନଘନ ବିସ୍ଫୋରଣରେ ଥରିଛି କିଭ  ।  ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ … Read More

ପାକିସ୍ତାନ ଏସିଆ କପ୍‍ ହାରିଲା: ଏବେ ଆତଙ୍କବାଦୀଙ୍କ ପରିବାରକୁ ସାହାଯ୍ୟ କରିବ !

୨୦୨୫ ଏସିଆ କପ ଫାଇନାଲରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି । ସୂର୍ଯ୍ୟ ବ୍ରିଗେଡ୍‍ ୫ୱିକେଟରେ ବିଜୟୀ ହୋଇ ଇତିହାସ ରଚିଛନ୍ତି । ତେବେ ମ୍ୟାଚ ଶେଷ ହେବା ପରେ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ସାମ୍ବାଦିକ  ସମ୍ମିଳନୀରେ ଏକ … Read More

ଜିଓ,ଏୟାରଟେଲ୍‌କୁ ପଛରେ ପକାଇଲା ବିଏସଏନଏଲ୍‌ର ଏହି ଶସ୍ତା ପ୍ଲାନ୍‌: ମାତ୍ର ୨୨୫ ଟଙ୍କାରେ ମିଳିବ ସବୁକିଛି..

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍‌ ଆଉ ଏକ ଶସ୍ତା ପ୍ଲାନ୍‌ ଲଞ୍ଚ କରିଛି । ଏହି ଯୋଜନା ୩୦ ଦିନର ବୈଧତା ସହିତ ଆସିଥାଏ ଏବଂ ଘରୋଇ କମ୍ପାନୀଗୁଡ଼ିକ ତୁଳନାରେ ପ୍ରାୟ ୪୦% ଶସ୍ତା। ଏଥିରେ ଉପଭୋକ୍ତାମାନେ ଅନେକ … Read More

କୂଅ ଭିତରେ ବିଷଧର ସାପଙ୍କ ସହ ମହିଳା ବିତାଇଲେ ୫୪ ଘଣ୍ଟା , ଜୀବନ୍ତ ଉଦ୍ଧାର ହେଲେ

ଚୀନ: କୂଅ ଭିତରେ ବିଷଧର ସାପମାନଙ୍କ ସହିତ ୫୪ ଘଣ୍ଟା ବିତାଇଲେ ମହିଳା। ଶେଷରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି ଚୀନରେ। ଜଣେ ୪୮ ବର୍ଷୀୟା ମହିଳା ଏକ ପରିତ୍ୟକ୍ତ କୂଅ ଭିତରେ ଖସିପଡ଼ିଥିଲେ। କୂଅ ଭିତରେ ଅନେକ … Read More

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ କାନାଡ଼ାର ଆତଙ୍କୀ ସଂଗଠନ ଘୋଷଣା

କାନାଡ଼ା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି … Read More

ବାଂଲାଦେଶରେ ଉତ୍ତେଜନା, ୩ ଆଦିବାସୀ ମୃତ ଏବଂ ଅନେକ ପୋଲିସ୍ ଆହତ

ବାଂଲାଦେଶ: ବାଂଲାଦେଶରେ ପୁଣି ଥରେ ଦେଖାଦେଇଛି ଉତ୍ତେଜନା । ଏକ ଆଦିବାସୀ ବହୁଳ ଅଞ୍ଚଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ବାଂଲାଦେଶ ଗୃହ ମନ୍ତ୍ରଣାଳୟ ରବିବାର ଏକ ବିବୃତ୍ତିରେ କହିଛି ଯେ ପାହାଡ଼ି ଜିଲ୍ଲା ଖାଗରାଛରୀରେ ଘଟିଥିବା ଉତ୍ତେଜନାରେ ତିନି ଜଣ … Read More

ଦଳାଚକଟା ପରେ ବିଜୟଙ୍କ ଘରକୁ ବୋମାରେ ଉଡ଼ାଇବାକୁ ଧମକ, ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡରେ

ତାମିଲନାଡ଼ୁ : ଶନିବାର କରୁରରେ ହୋଇଥିବା ଅଘଟଣରେ ସମସ୍ତେ ସ୍ତବ୍ଧ । ବିଜୟଙ୍କ ରାଲିରେ ଏହାପରେ ସାଉଥ ସୁପରଷ୍ଟାର ତଥା ଟିଭିକେର ସଭାପତି ବିଜୟଙ୍କ ବାସଭବନରେ ବୋମା ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ପୋଲିସକୁ ଫୋନ୍ କରି ବିଜୟଙ୍କ ଘରକୁ … Read More

ପାକିସ୍ତାନ ଅଧିକୃତ କଶ୍ମୀରରେ ଉତ୍ତେଜନା, ଶହବାଜ ଶରିଫଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କଶ୍ମୀରରେ ଚାଲିଛି ଉତ୍ତେଜନା । ସୋମବାର ହଜାର ହଜାର ସଂଖ୍ୟାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟେ ପଟେ ଏସିଆ କପରେ ଭାରତ ପାକିସ୍ତାନକୁ ହରାଇବା ପରେ ପିଓକେ ଅଧିକାର ପାଇଁ ଲଢୁଛନ୍ତି ଏଏସି ବା ଆୱାମୀ … Read More